Browsing Tag

passenger bus overturned

ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୬ ଗୁରୁତର

ଛତିଶଗଡ଼ ଜୟପୁର ପଥଲଗାଓଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨ ବାଇକ ଚାଳକଙ୍କ ସହ ଜଣେ ବସ୍‌ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ତୁରନ୍ତ ସେମାନଙ୍କୁ ଉଦ୍ଧାର…

ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍‌, ୨୦ ଆହତ

ଯାଜପୁର ରୋଡ୍(କେନ୍ୟୁଜ୍):ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍‌। ୧୬ ନମ୍ବର ଜାତୀୟ ରାଜପଥ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସାହାପୁର ନିକଟରେ ଦୁର୍ଘଟଣା। ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏକ…

ଲଗାଣ ବର୍ଷାରେ ଦବିଲା ରାସ୍ତା: ଜଗନ୍ନାଥ ଦର୍ଶନ ସାରି ଫେରିବା ବେଳେ ଓଲଟିଗଲା ବସ୍‌, ୨ ତୀର୍ଥଯାତ୍ରୀ ଆହତ

ଜଳେଶ୍ବର(କେନ୍ୟୁଜ୍): ଜଗନ୍ନାଥ ଦର୍ଶନ ସାରି ଫେରିବା ବେଳେ ଓଲଟିଲା ବସ୍‌ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ହଳଦିପଦା ବାଇପାସ ନିକଟରେ ଦୁର୍ଘଟଣା । ୭୨ଜଣ ଯାତ୍ରୀଙ୍କୁ ନେଇ ବାଲେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିଲା ବସ୍‌ । ଦୁର୍ଘଟଣାରେ ୨ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଲଗାଣ…

ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ସାତଶଙ୍ଖଠାରେ ଓଲଟିଲା ଯାତ୍ରୀବାହୀ ବସ୍‌, ୧୦ ଯାତ୍ରୀ ଆହତ

ପୁରୀ(କେନ୍ୟୁଜ୍): ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଓଲଟିଲା ଯାତ୍ରୀବାହୀ ବସ୍‌। ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।  ଖବର ମୁତାବକ, ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାତଶଙ୍ଖଠାରେ ବସ୍‌ଟି ଭାରସାମ୍ଯ ହରାଇ ଓଲଟି…

ରାୟଗଡା ହାତିଖମ୍ବା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌: ଜଣେ ମୃତ, ୩୦ରୁ ଅଧିକ ଆହତ

ରାୟଗଡା(କେନ୍ୟୁଜ୍): ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌ । ଜଣେ ମୃତ, ୩୦ରୁ ଅଧିକ ଆହତ । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ଜଣେ ମହିଳା ହୋଇଥିବା ବେଳେ ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ବସ୍‌ଟି ୪୦…

ବାଘମାରୀ ରାସ୍ତା ସିମୋର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍: ୨୦ ଗୁରୁତର, ୧୦ ଆହତ

ବ୍ରହ୍ମଗିରି(କେନ୍ୟୁଜ୍): ରାସ୍ତାକଡ଼କୁ ଖସିଲା ବସ୍ । ବାଘମାରୀ ରାସ୍ତାର ସିମୋର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍ । ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୨୦ଜଣ ଗୁରୁତର ଥିଲା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ…

ଚୌଦ୍ୱାର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୫ ଛାତ୍ରୀ

କଟକ(କେନ୍ୟୁଜ): ଓଲଟିଲା ସ୍କୁଲ ବସ୍ ଅଳ୍ପକେ ବର୍ତ୍ତିଲେ ଛାତ୍ରୀ ।  ଚୌଦ୍ୱାର ନିକଟରେ  ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଏକ ଘରୋଇ ସ୍କୁଲ ବସ୍। ପିଲାଙ୍କୁ ଆଣିବାକୁ ଯାଉଥିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି…

ମାଲକାନଗିରି: ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଦୁଇ ଶିଶୁଙ୍କ ସମେତ ୫ ମୃତ

ମାଲକାନଗିରି(କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପୁଣି ନେଲା ଜୀବନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ଆଲୁରି ସୀତାରାମରାଜୁ ଜିଲ୍ଲାର ଏଡୁଗୁରାଲପଲ୍ଲୀ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ। ସଂଗୀତା ଟ୍ରାଭଲ ନାମକ ବସ୍ ଭବାନୀପାଟଣା ରୁ ବିଜୱାଡାକୁ ଯିବାବେଳେ ଭାରସାମ୍ଯ…

ଜମ୍ମୁର ଉଦମପୁରରେ ଓଲଟିଲା ବସ୍‌: ୨୫ ଆହତ, କିଛି ଗୁରୁତର

ଜମ୍ମୁର ଡୋଡା ଜିଲ୍ଲାରୁ ଆସୁଥିବା ଏକ ବସ୍ ଉଦମପୁରର ବଟ୍ଟଲ ବଲିଆ ଅଞ୍ଚଳରେ ଓଲଟି ପଡିଛି । ଫଳରେ୨୫ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ଉଦାମପୁରର ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଜମ୍ମୁ ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି…

ଜେସିବି ଧକ୍କାରେ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍: ୨୫ ଆହତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): ବସ୍‌କୁ ଧକ୍କା ଦେଲା JCB। କେନ୍ଦ୍ରାପଡ଼ା ଗଣ୍ଡାଖିଆ ରାସ୍ତା ଓସ୍ତପୁର ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି…

ଘାଟିରେ ଓଲଟିଲା ଜଗଦମ୍ବା ଅପେରା ପାର୍ଟି ବସ୍, ୨ ଗୁରୁତର

କାମାକ୍ଷାନଗର(କେନ୍ୟୁଜ): ଘାଟିରେ ଓଲଟିଲା ବସ୍ । ଦୁର୍ଘଣାରେ ୨ଗୁରୁତର। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଜରଡା ଘାଟିରେ ଜଗଦମ୍ବା ଅପେରା ପାର୍ଟିର ବସ୍ ଓଲଟିପଡିଥିଲା। ଆଜି ସକାଳ ପ୍ରାୟ ୮ଟା ବେଳକୁ ଭାରସ୍ୟାମ ହରାଇ ବସଟି ଓଲଟି ପଡିଥିଲା । ବସଟି କଙ୍କଡାହାଡ଼…

ବରଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଦେଓ ଘାଟିରେ ବସ୍‌ ସହ ଟ୍ରେଲର ମୁହାଁମୁହିଁ ଧକ୍କା: ଜଣେ ମୃତ, ୭ ଆହତ

କୋରାପୁଟ(କେନ୍ୟୁଜ): ଘାଟିରେ ଓଲଟିଲା ବସ୍‌। ବସ୍‌-ଟ୍ରେଲର ମୁହାଁମୁହିଁ ଧକ୍କାରେ ଜଣେ ମୃତ, ୭ ଆହତ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବରଯାତ୍ରୀଙ୍କୁ ନେଇ ଅର୍ଣ୍ଣପୂର୍ଣ୍ଣା ନାମକ ଘରୋଇ ବସ୍‌ଟି କୋରାପୁଟରୁ ଜୟପୁର ଅଭିମୁଖେ ଆସୁଥିବାବେଳେ ଦେଓ ଘାଟିରେ ଟ୍ରେଲର ସହ…