Below header
Browsing Tag

passenger bus overturned

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍‌, ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ଯାଜପୁର(କେନ୍ୟୁଜ): ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍‌ । ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗଣ୍ଠି ଛକ ନିକଟରେ ଦୁର୍ଘଟଣା । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଭୁବନେଶ୍ୱରରୁ ବାରିପଦା ଯାଉଥିବା ଜୟଦୁର୍ଗା…

କର୍ଣ୍ଣାଟକରେ ଓଲଟିଲା ବସ୍‌: ୮ ମୃତ, ୨୦ ଆହତ

କର୍ଣ୍ଣାଟକର ତୁମକୁର ଜିଲ୍ଲାର ପାଓ୍ଵଗଡା ନିକଟରେ ବସ୍‌ ଓଲଟିବା କାରଣରୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୦ ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଏହି ବସ୍‌ରେ ଅଧିକ ସଂଖ୍ୟକ ଛାତ୍ରଥିବା ଖବର…

ଭାରସାମ୍ୟ ହରାଇ ଘାଟିକୁ ଖସିଲା ଯାତ୍ରୀବାହୀ ବସ୍‌: ୬ ଗୁରୁତର, ୨୦ ଆହତ

ଗଜପତି(କେନ୍ଯୁଜ୍): ଭାରସାମ୍ୟ ହରାଇ ଘାଟିକୁ ଖସିଲା ଯାତ୍ରୀବାହୀ ବସ୍‌ । ୬ ଗୁରୁତର, ୨୦ ଆହତ । ଗଜପତି ଜିଲ୍ଲା ରାୟଗଡ ଥାନା ରାସିବାଡି ଘାଟିରେ ଦୁର୍ଘଟଣା । ଭୁବନେଶ୍ୱରରରୁ ପାରଳାଖେମୁଣ୍ଡି ଯାଉଥିଲା ଇସ୍ପାତ୍‌ ନାମକ ଯାତ୍ରୀବାହି ବସ୍‌ । ବସ୍‌ରେ ମୋଟ ୪୦ ଜଣ ଯାତ୍ରୀ ଥିଲେ । ଖବର ପାଇ…

ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌: ୭ ଗୁରୁତର, ୪୦ ଆହତ

ସୋରଡା(କେନ୍ଯୁଜ୍): ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌। ବସ୍‌ ଓଲଟି ୭ ଗୁରୁତର, ୪୦ ଆହତ। ସୋରଡା ନିକଟ କୁଲାଙ୍ଗୀଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ବସ୍‌ଟି ୫୦ଜଣ ଚାଷୀଙ୍କୁ ନେଇ ଗୌଡଗୋଠରୁ ଭଞ୍ଜନଗର ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ମାନଙ୍କୁ ଭଞ୍ଜନଗର…

ଭାରସାମ୍ଯ ହରାଇ ଓଲଟିଲା କୋଲକତାରୁ ଅନୁଗୁଳ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ୍, ୭ ଗୁରୁତର

ଜଳେଶ୍ବର: ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ , ୭ ଯାତ୍ରୀ ଗୁରୁତର। ପଶ୍ଚିମବଙ୍ଗର କୋଲକତାରୁ ଅନୁଗୁଳ ଅଭିମୁଖେ ଯାଉଥିବା ଡାଇନା ନାମକ ଏକ ଘରୋଇ ବସ୍ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ଯ ହରାଇ ଆଙ୍ଗୁଆ ନିକଟରେ ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା । ଫଳରେ ବସ୍ ଭିତରେ ଥିବା ୫୫ ଜଣ…

କାମାକ୍ଷାନଗର: ରାମିଆଳ ସେତୁ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌, ଜଣେ ଆହତ

କାମାକ୍ଷାନଗର: କାମାକ୍ଷାନଗର ଓଲଟିଲା ଯାତ୍ରୀବାହୀ ବସ୍‌ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ରାମିଆଳ ସେତୁ ନିକଟରେ ବସ୍‌ ଓଲଟି ପଡିଥିବାବେଳେ ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ରାମଜୀ ନାମକ ଏକ ଘରୋଇ…