Below header
Browsing Tag

PATIENT DEAD

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର ଲୋକେ

ରାୟଗଡ଼ା(କେନ୍ୟୁଜ୍‌): ରାୟଗଡ଼ା ଜିଲ୍ଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ମେଡିକାଲରେ ରୋଗୀଙ୍କୁ ଆଣିବାର ପାଖାପାଖି କୋଡ଼ିଏ ମିନିଟ୍ ଧରି ରୋଗୀଙ୍କ ପାଖକୁ ଜଣେ ବି ଡାକ୍ତର କି ଚିକିତ୍ସା କର୍ମୀ ଆସିନଥିବା…

ମିଳିଲାନି ଅକ୍ସିଜେନ୍, ଚାଲିଗଲା ରୋଗୀଙ୍କ ଜୀବନ; ଡାକ୍ତରଙ୍କ ଅବହେଳା ପାଇଁ ମୃତ୍ୟୁ ଅଭିଯୋଗ

ଚାନ୍ଦବାଲି (କେନ୍ୟୁଜ): ମିଳିଲାନି ଅକ୍ସିଜେନ, ଚାଲିଗଲା ମହିଳାଙ୍କ ଜୀବନ। ଡାକ୍ତରଙ୍କ ଅବହେଳା ପାଇଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ହସ୍‌ପିଟାଲ ପରିସରରେ ପରିବାର ଲୋକଙ୍କ ହୋହଲ୍ଲା ଓ ଧାରଣା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଅକ୍ସିିଜେନ…

ପୁଣି ୧୦୮ ଆମ୍ବୁଲାନ୍ସ କର୍ମଚାରୀ କଲେ ରୋଗୀକୁ ଅବହେଳା, ଶ୍ବାସ ଜନିତ କଷ୍ଟ ପାଉଥିବା ନାବାଳିକାକୁ ଅକ୍ସିଜେନ ନଦେବାରୁ…

ଆନନ୍ଦପୁର(କେନ୍ୟୁଜ୍):  ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ପାଇଁ ଜଣେ ନାବାଳିକାର ମୃତ୍ଯୁ ଘଟିଥିବା ଅଭିଯୋଗରେ ଆଜି ମୃତକଙ୍କ ପରିବାର ଓ ଗାଁ ଲୋକଙ୍କ ତରଫରୁ  ଡାକ୍ତରଖାନାରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା। ଉତ୍ତେଜନାକୁ ଦେଖି ଘସିପୁରା ପୋଲିସ୍ ଡାକ୍ତରଖାନାରେ ପହଁଞ୍ଚି ପରିସ୍ଥିତି…

ଏସସିବି ମେଡିକାଲ ନ୍ୟୁ ମେଡିସିନ ୱାର୍ଡରେ ଅଘଟଣ, ୩ମହଲା ଛାତରୁ ପଡ଼ି ଅପରିଚିତ ବୃଦ୍ଧ ମୃତ

କଟକ(କେନ୍ୟୁଜ୍): ହସପିଟାଲ ଛାତରୁ ପଡ଼ି ରୋଗୀ ମୃତ। କଟକ ଏସସିବି ମେଡିକାଲର ନ୍ୟୁ ମେଡିସିନ ୱାର୍ଡରେ ଘଟିଛି ଏହି ଅଘଟଣ । ୩ମହଲା ଛାତରୁ ପଡ଼ି ଅପରିଚିତ ବୃଦ୍ଧ ଜଣକ ମୃତ୍ୟୁବରଣ କରିଛନ୍ତି। ବୃଦ୍ଧ ଜଣକ ଗତ କିଛି ଦିନ ଧରି ଏଠାରେ ଚିକିତ୍ସିତ ହେଉଥିଲେ। ତେବେ କେଉଁ ପରିସ୍ଥିତିରେ ସେ ଛାତକୁ ଗଲେ…

କ୍ୟାପିଟାଲ ହସପିଟାଲରୁ ରୋଗୀ ଯିବାକୁ ମିଳିଲାନି ଆମ୍ବୁଲାନ୍ସ , ରୋଗୀ ମରିଗଲେ !

ଭୁବନେଶ୍ବର (କେନ୍ୟୁଜ୍) : ଖୋଦ୍ ରାଜଧାନୀରେ ଘଟିଛି ଏଭଳି ଘଟଣା । ଇନଫୋସିଟି ଅଞ୍ଚଳର ଜଣେ ମହିଳା ପ୍ରସବ ଯନ୍ତ୍ରଣା ହେବା ପରେ କ୍ୟାପିଟାଲ ହସପିଟାଲକୁ ଆସିଥିଲେ । ତେବେ ତାଙ୍କ ପରିସ୍ଥିତି ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ କଟକ ନେଇଯିବା ଲାଗି ଡାକ୍ତର କହିଲେ । ରେଫର ବି କରିଦେଲେ । ହେଲେ…