ଅରୁଦ୍ୱୀପଙ୍କ ନାଁରେ ଲିଗାଲ ନୋଟିସ, କାର୍ଯ୍ୟରେ ସହଯୋଗ କରୁନଥିବା ଅଭିଯୋଗ
ଇଣ୍ଡିଆନ ଆଇଡଲ ବିଜେତା ପବନଦ୍ୱୀପ ଓ କଣ୍ଟେଷ୍ଟେଣ୍ଟ ଅରୁଣିତା କାଞ୍ଜିଲାଲ । ଯାହାଙ୍କୁ ଦର୍ଶକ ଭଲଭାବରେ ଜାଣନ୍ତି । ଏହି ସୋରେ ଲଭବାର୍ଡ ଭାବେ ଜଣାଥିବା ଅରୁଦ୍ୱୀପ ଅର୍ଥାତ ଅରୁଣିତା ଦୁହେଁ ଏବେ ଏକ ସମସ୍ୟାରେ ପଡିଛନ୍ତି ଜାଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଦୁହେଁ ଆଇନଗତ ଅସୁବିଧାରେ…