Browsing Tag

payal tadvi suicide case

ଡାକ୍ତରୀ ଛାତ୍ରୀ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା ମାମଲା, ତିନି ଅଭିଯୁକ୍ତା ଡାକ୍ତରାଣୀଙ୍କୁ ଗିରଫ କଲା ପୁଲିସ

ମୁମ୍ବାଇ: ଡାକ୍ତରୀ ଛାତ୍ରୀ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା ମାମଲା ।  ସମ୍ପୃକ୍ତ ତୃତୀୟ ଅଭିଯୁକ୍ତା ଡାକ୍ତର ଅଙ୍କିତା ଖଣ୍ଡେଲ୍‌ଓ୍ଵାଲ୍‌ଙ୍କୁ ଆଜି ପୁଲିସ ଗିରଫ କରିବାରେ ସଫଳ ହୋଇଛି । ମଙ୍ଗଳବାର ଦିନ ଅନ୍ୟ ଦୁଇ ଅଭିଯୁକ୍ତା ଡାକ୍ତର ଭକ୍ତି ମେହରେ ଏବଂ ହେମା ଆହୁଜାଙ୍କୁ ଗିରଫ କରିଯାଇଥିଲା।…