Browsing Tag

pension scam in baleswar

ବାଲେଶ୍ୱର: ମୃତ ବ୍ୟକ୍ତିଙ୍କ ନାଁରେ ନକଲି ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ଉଠାଯାଉଥିବା ଅଭିଯୋଗ

ବାଲେଶ୍ୱର: ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସରକାର ବାର୍ଦ୍ଧକ୍ୟ ଭତ୍ତା ଯୋଜନା କରିଛନ୍ତି । ଯାହା ଫଳରେ ଅସୁବିଧା ସମୟରେ ଅର୍ଥ ସେମାନଙ୍କର ସହାୟ ହେବ । ମାତ୍ର ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ସରକାରୀ କର୍ମଚାରୀ । ମୃତ ବ୍ୟକ୍ତିଙ୍କ ନକଲି ଟିପ ଚିହ୍ନ ମାରି ଉଠାଇ ଚାଲିଛନ୍ତି…