Browsing Tag

People hit the tomb by shoes

ଏମିତି ଏକ କବର ଯେଉଁଠି ଶ୍ରଦ୍ଧାଞ୍ଜଳିରେ ଦିଆଯାଏ ଜୋତା ମାଡ଼

ମୃତ୍ୟୁ ପରେ କବର ଦିଆଯାଇଥିବା ଲୋକଙ୍କୁ ତାଙ୍କ ସମ୍ପର୍କୀୟ ଅଥବା ବନ୍ଧୁବାନ୍ଧବ ଫୁଲ କିମ୍ବା ଚାଦର ଚଢ଼ାଇ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି । ହେଲେ ଉତ୍ତର ପ୍ରଦେଶର ବରେଲି ଅଞ୍ଚଳରେ ଏକ କବର ରହିଛି ଯେଉଁଠି ଲୋକେ ଜାତା ମାଡ଼ କରନ୍ତି । ଇଏ ଏକ ଅଜବ ପରମ୍ପରା । ସେହି କବରକୁ ମାନସିକଧାରୀମାନେ…