Below header
Browsing Tag

pihu missing

ପିହୁକୁ ଖୋଜିବା ପାଇଁ ଗୁଣିଆର ସହାୟତା ନିଅ, ଘରକୁ ଆସିଲା ଚିଠି

ଯାଜପୁର ଟାଉନ(କେନ୍ୟୁଜ୍): ବହୁ ଚର୍ଚ୍ଚିତ ନିଖୋଜ ଶିଶୁ ପିହୁ କୁ ପାଇବା ପାଇଁ ଗୁଣିଆ ର ସହାୟତା ନିଅ। ରାଜ୍ଯର ୩ଜଣ ଗୁଣିଆ ଙ୍କ ନାଁ ଠିକଣା ସହିତ ଫୋନ ନମ୍ବର ଲେଖା ଏକ ପୋଷ୍ଟ କାର୍ଡ ଆଜି ପିହୁ ମା ଙ୍କ ପାଖକୁ ଆସିଛି। ଏଥି ସହିତ ଆଉ ଏକ ସରକାରୀ ଚିଠି ଗୃହ ବିଭାଗ ରୁ ମଧ୍ୟ ଆସିଛି। ଗୃହ…

ପିହୁ ଖୋଜି ଦେଲେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା, ପୋଲିସ ମାରିଲା ପୋଷ୍ଟର

ଯାଜପୁର(କେନ୍ୟୁଜ୍): ବହୁଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ପୋଲିସ ପକ୍ଷରୁ ଲାଗିଲା ପୋଷ୍ଟର। ପିହୁକୁ ଖୋଜି ଆଣିଦେବା ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଯାଜପୁର ବିଞ୍ଝାରପୁର ଥାନା ପୋଲିସ। ମଧୁସୂଦନପୁର ଗାଁର ପିହୁ ୨ବର୍ଷ ଧରି ନିଖୋଜ ରହିଛି। ପିହୁ ସମ୍ପର୍କରେ…

ଯାଜପୁର: ୭ ମାସ ବିତିଗଲା ପିହୁର ନିଖୋଜ ଘଟଣା, ଖୋଜିବା ପାଇଁ ପୋଷ୍ଟର ମାରିଲା ଓ ପୋଖରୀକୁ ଶୁଖାଇଦେଲା ପୋଲିସ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲା ବିଂଝାରପୁର ଥାନା ମଧୁସୁଦନପୁର ଗାଁରୁ ଶିଶୁ କନ୍ଯା ପିହୁ ନିଖୋଜ ହେବା ଘଟଣାକୁ ୭ ମାସ ବିତିଯାଇଥିଲେ ମଧ୍ୟ ଏଯାବତ ପୋଲିସ କୌଣସି ସୁରାକ ପାଇପାରିନାହିଁ । ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖରୁ ବିଧାନସଭା ଆଗରେ ଧାରଣା ଦେବାକୁ ପିହୁର ବାପା ମା’…

ନୟାଗଡର ପରୀ ପରେ ଏବେ ଯାଜପୁରର ପିହୁକୁ ନେଇ ତେଜୁଛି ରାଜନୀତି, ଆରୋପ ପ୍ରତ୍ୟାରୋପ ଭିତରେ ଗଡିଚାଲିଛି ଦିନ

ଯାଜପୁର ଟାଉନ : ନୟାଗଡ ଜି‌ଲ୍ଲାର ପରୀ ପରେ ଏବେ ଯାଜପୁରର ପିହୁ। ଆ‌ଜ୍ଞା ହଁ ଦର୍ଶକବନ୍ଧୁ ନୟାଗଡ ଜିଲ୍ଲାର ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ଝଡ ଥମିବାର ନାଁ ନେଉନଥିବା ବେଳେ ଯାଜପୁର ଜିଲ୍ଲା ବିଂଝାରପୁର ମଧୁସୁଦନପୁର ଗାଁରୁ ଗୋଟେ ୨ ବର୍ଷର ଶିଶୁ କନ୍ୟା…