Browsing Tag

pilot madhusmita pattnaik

ଦୁବାଇରୁ ଭୁବନେଶ୍ୱର ! ବିମାନରେ ପ୍ରବାସୀଙ୍କୁ ଧରି ଓଡିଶା ଆସୁଛନ୍ତି ଓଡିଆ ଝିଅ ମଧୁସ୍ମିତା

ଭୁବନେଶ୍ୱର(କେନ୍ୟୁଜ) : ପ୍ରଥମ ରଜରେ ଘର ବାହୁଡ଼ୁଛନ୍ତି ୨୧୫ ଜଣ ପ୍ରବାସୀ ଓଡ଼ିଆ । ଲକଡାଉନ କାରଣରୁ ଦୁବାଇରେ ଫସିରହିଥିବା ୨୧୫ ଜଣ ପ୍ରବାସୀ ଓଡିଆଙ୍କୁ ଧରି ଓଡିଶା ଫେରୁଛି ଏକ ସ୍ୱତନ୍ତ୍ର ବିମାନ। ୟୁଏଇରେ ଫସି ରହିଥିବା ଏହି ପ୍ରବାସୀମାନେ ଚାର୍ଟର ଫ୍ଲାଇଟ୍ G-9645ରେ ଭୁବନେଶ୍ୱର…