Browsing Tag

pipili accident

ଠିଆ ହୋଇଥିବା ସ୍ୱର୍ଗରଥ ଗାଡିକୁ ପିଟିଲା କାର୍: ଜଣେ ଗୁରୁତର, ୩ ଆହତ

ପିପିଲି(କେନ୍ଯୁଜ୍): କଟକରୁ ଶବ ନେଇ ପୁରୀ ସ୍ୱର୍ଗଦ୍ୱାର ଯାଉଥିବା ବେଳେ ଭୁବନେଶ୍ୱର-ପୁରୀ ଜାତୀୟପଥ ପିପିଲି ଓଭରବ୍ରିଜ ନିକଟ ଷଣ୍ଢଭଟ ଠାରେ ସ୍ୱର୍ଗରଥ ଗାଡିକୁ ପିଟିଲା କାର୍। ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ, ଅନ୍ଯ ଜଣେ ସାମାନ୍ଯ ଆହାତ ହୋଇଥିବା ଜଣାପଡିଛି। ସ୍ଥାନୀୟ…

ଅଧା ରହିଗଲା ମାନସିକ କେଶଦାନ: ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜ୍‌ ନିକଟରେ ବୋଲେରୋ ଦୁର୍ଘଟଣାଗ‌ସ୍ତ; ୨ ମୃତ, ୧୨ ଆହତ

ପିପିଲି: ଅଧା ରହିଲା ମାନସିକ କେଶଦାନ । ଦୁର୍ଘଟଣାରେ ଚାଲିଗଲା ଜୀବନ । ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ମର୍ମୁନ୍ତୁଦ ଦୁର୍ଘଟଣା ଘଟିଛି । ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜ୍‌ରେ ବୋଲେରୋ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ…

ପିପିିଲି ଓଭର ବ୍ରିଜ୍ ନିକଟରେ ଅଘଟଣ, କ୍ରେନ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ 

ପିପିିଲି: ପୁରୀ ଜିଲ୍ଲା ପିପିଲି ଓଭର ବ୍ରିଜ୍ ନିକଟରେ ଯାଇଥିବା ରାସ୍ତାରେ କ୍ରେନ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ସାଇକେଲ ଆରୋହୀ ଜଣକ ନିକଟସ୍ଥ ଜଗନ୍ନାଥପୁର ପଂଚାୟତର ବାରବାଟୀ ଗ୍ରାମର ନିଧି ବେହେରା । ଉକ୍ତ କ୍ରେନ୍ ଟିର ଚକା ନିଧି ବେହେରାଙ୍କ ମୁଣ୍ଡ ଉପରେ ଚଢି…