Browsing Tag

pitrupakhya

ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ, ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼

ପୁରୀ (କେନ୍ୟୁଜ): ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । ଏଥିପାଇଁ ଆଜି ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ତର୍ପଣ…

ମୃତ୍ୟୁ ସମୟରେ ବ୍ୟକ୍ତିଙ୍କ ପାଖରେ ରଖନ୍ତୁ ଏହିସବୁ ଜରୁରୀ ଜିନିଷ, ଯମଲୋକ ନୁହେଁ ବରଂ ମିଳିଥାଏ ସ୍ୱର୍ଗ ଲୋକ

ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ସମୟରେ ପାଖରେ କିଛି ଜିନିଷ ପାଖରେ ଥିଲେ ତେବେ ବ୍ୟକ୍ତିଙ୍କୁ ସ୍ୱର୍ଗ ଲୋକ ପ୍ରାପ୍ତ ହୋଇଥାଏ। ଏମିତିରେ ମୃତ ବ୍ୟକ୍ତିର ଶ୍ରାଦ୍ଧ କର୍ମ ମଧ୍ୟ କରିବାର ଆବଶ୍ୟକତା ନାହିଁ। ଆଜି ଜାଣନ୍ତୁ ପିତୃ ପକ୍ଷରେ ଥିବା କିଛି ନିୟମ ସମ୍ପର୍କରେ.. ମୃତ ବ୍ୟକ୍ତିର ଆତ୍ମାକୁ…

ନାଭିଗୟାରେ ପିଣ୍ଡଦାନ କଲେ ପିତୃପୁରୁଷ ପାଇଥାନ୍ତି ମୁକ୍ତି, ଜାଣନ୍ତୁ କ’ଣ ରହିଛି ପୌରାଣିକ ମାନ୍ୟତା

ସନାତନ ଧର୍ମରେ ପିତୃପକ୍ଷକୁ ବହୁତ ଗୁରୁତ୍ୱ ଦିଆଯାଇଛି। ବିଶ୍ୱାସ ରହିଛି ପିତୃପକ୍ଷରେ ବିଧି ବିଧାନର ସହ ପିତୃପୁରୁଷଙ୍କ ଶ୍ରାଦ୍ଧ କରିବା ଦ୍ୱାରା ସେମାନେ ଖୁସି ହୁଅନ୍ତି ଏବଂ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ପାଇଁ ପିଣ୍ଡଦାନର ପରମ୍ପରା ରହିଛି । ଏହି…

ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ପିଇବା ପାଣି, ନଚେତ୍‌ ପିତୃଦୋଷରୁ ମିଳିବନି ମୁକ୍ତି

ଏବେ ପିତୃପକ୍ଷ ଚାଲିଛି। ଶାସ୍ତ୍ର ଅନୁଯାୟୀ, ଏହି ସମୟରେ ପିତୃ ପୁରୁଷଙ୍କ ଆତ୍ମା ପୃଥିବୀକୁ ଆସି ନିଜ ପରିବାର ପରିଜନଙ୍କ ସହ ରହିଥାନ୍ତି । ସେମାନଙ୍କ ଆତ୍ମାର ଶାନ୍ତି ସହ ସେମାନଙ୍କୁ ଖୁସି କରି ଆଶୀର୍ବାଦ ପାଇବା ପାଇଁ ସ୍ବତନ୍ତ୍ର ଭାବେ ସେମାନଙ୍କ ପାଇଁ ତର୍ପଣ ଆଦି କରାଯାଏ । ପୁରାଣରେ…

ପ୍ରେତଶିଳାରେ ପିଣ୍ଡଦାନ କଲେ ପୂର୍ବଜମାନଙ୍କ ଆତ୍ମା ଶାନ୍ତି ପାଇଥାଏ, ଜାଣନ୍ତୁ ଏହି ସ୍ଥାନର ରହସ୍ୟ

ଚଳିତ ବର୍ଷ ସେପ୍ଟେମ୍ବର ୧୦ ଶନିବାର ମାନେ ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ। ପିତୃପକ୍ଷରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଏବଂ ପିଣ୍ଡଦାନ ଦ୍ୱାରା ଆମ ପୂର୍ବଜମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଯାହାକି ୨୫ ତାରିଖ ପର୍ଯ୍ୟନ୍ତ ରହିବ। ଆସନ୍ତା ସେପ୍ଟେମ୍ବର ୨୫ରେ ସର୍ବପିତୃ ଆମାବାସ୍ୟା ସହିତ ଏହାର…

ପିତୃପକ୍ଷରେ ଭୁଲରେ ବି ବ୍ୟବହାର କରନ୍ତୁନି ଲୁହା ବାସନ, ଶ୍ରାଦ୍ଧ ଦେବା ବେଳେ ନିଶ୍ଚୟ ମାନନ୍ତୁ ଏସବୁ କଥା

ଆଉ ମାତ୍ର ଦିନ କେଇଟା ପରେ ପଡ଼ୁଛି ପିତୃପକ୍ଷ। ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରୁ ପିତୃପକ୍ଷ ଆରମ୍ଭ ହେବ। ଚଳିତବର୍ଷ ସେପ୍ଟେମ୍ବର ୨୦ରୁ ଏହା ଆରମ୍ଭ ହେଉଛି। ହିନ୍ଦୁ ଧର୍ମରେ ମାତା ପିତାଙ୍କ ସେବାକୁ ସବୁଠୁ ବଡ଼ ପୂଜା ବୋଲି କୁହାଯାଏ। ଏଣୁ ହିନ୍ଦୁ ଧର୍ମ ଶାସ୍ତ୍ରରେ…