ହେ ସରକାର ଆମକୁ ଘର ଖଣ୍ଡିଏ ଦିଅ, ଏ ବିକଳ ସ୍ୱର ଖଟିଖିଆ ଗରିବ ଲୋକଙ୍କର
ଉମରକୋଟ: ହେ ସରକାର ଆମକୁ ଘର ଖଣ୍ଡିଏ ଦିଅ । ଆମ ଦୁଃଖ ବୁଝ ଆଉ ଆମକୁ ତୁମ ଆବାସ ଯୋଜନାରେ ଟିକେ ଅନ୍ତର୍ଭୁକ୍ତ କର । ଏ ବିକଳ ସ୍ୱର ଖଟିଖିଆ ଗରିବ ଲୋକଙ୍କର । ଗରିବ ଲୋକଙ୍କୁ ଘର ଯୋଗାଇ ଦେବାକୁ ସରକାରଙ୍କର ରହିଛି ନିର୍ଦ୍ଦିଷ୍ଟ ଯୋଜନା । ହେଲେ ଗ୍ରାଉଣ୍ଡ ଜ଼ିରୋରେ କିନ୍ତୁ ଚିତ୍ର ଏକଦମ୍…