ମର୍ଶାଘାଇର ୭୧୩ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଗୃହ, ୮୫୦ ଜଣ ପାଇବେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା

କେନ୍ଦ୍ରାପଡା(କେନ୍ଯୁଜ୍): କେନ୍ଦ୍ରାପଡା ଜିଲ୍ଲା ମର୍ଶାଘାଇ ବ୍ଲକ୍‌ର ୭୧୩ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଗୃହ । ସେହିପରି ୮୫୦ ଜଣ ପାଇବେ ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତା । ଏନେଇ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରଓ୍ଵାଲ୍‌ ଏବଂ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ୨୪ ପଞ୍ଚାୟତର ହିତାଧିକାରୀଙ୍କୁ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବାଣ୍ଟିଛନ୍ତି । କାର୍ଯ୍ୟକ୍ରମରେ ହଜାର ହଜାର ହିତାଧିକାରୀ ଉପସ୍ଥିତ ରହି ନିଜର କାର୍ଯ୍ୟାଦେଶ ଏବଂ ଭତ୍ତା ବିଧାୟକଙ୍କଠାରୁ ଗ୍ରହଣ କରିଥିଲେ ।

 

Leave A Reply

Your email address will not be published.