Below header

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ, ପ୍ରତିବାଦରେ ରାଜଭବନ ଆଗରେ ବିଜେପି ପକ୍ଷରୁ ଧାରଣା

ଭୁବନେଶ୍ବର(.କେନ୍ୟୁଜ୍):  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ। ରାଜ୍ୟ ସରକାର ଚଞ୍ଚକତା କରି ହଡପ କରୁଛନ୍ତି କେନ୍ଦ୍ରୀୟ ଯୋଜନା । ମୋ ଆବାସ ଯୋଜନା ନାଁରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି ରାଜ୍ୟ ସରକାର। ଏପରି ଅଭିଯୋଗ କରିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ମୋ ଆବାସ ଯୋଜନାରେ ପରିଣତ କରିଛନ୍ତି। ଏହାକୁ ବିଜୁ ପକ୍କା ଘର ନାଁରେ କରି ଲୋକଙ୍କ ଘର ଯୋଗାଉଥିବା ଅଭିଯୋଗ କରିଛି ଦଳ। ପ୍ରତିବାଦରେ ରାଜଭବନ ଆଗରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ଦଳ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.