Below header
Browsing Tag

pm kisan samman nidhi scheme

ଆଜି ମିଳିବ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ୧୬ତମ କିସ୍ତି, ଜାଣନ୍ତୁ କେମିତି କରିବେ ଚେକ୍‌

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ଲାଭାର୍ଥୀଙ୍କ ପାଇଁ ଖୁସି ଖବର । ଲୋକେ ଦୀର୍ଘଦିନରୁ ୧୬ତମ କିସ୍ତିକୁ ଅପେକ୍ଷା କରି ରହିଥିଲେ । ଆଜି କିଶାନଙ୍କ ଖାତାକୁ ଖୁବଶୀଘ୍ର ୨୦୦୦ ଟଙ୍କା ଆସିବ । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଅଧିନରେ ଗରିବ କୃଷକ ପରିବାରଙ୍କୁ କେନ୍ଦ୍ର…

କୃଷକଙ୍କୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି, ୯ କୋଟି କୃଷକଙ୍କ ଖାତାକୁ ଗଲା ୨୦୦୦ ଟଙ୍କା

ଦେଶର ୯ କୋଟି ଚାଷୀଙ୍କ ପାଇଁ ଖୁସି ଖବର । ମିଳିଲା ପିଏମ କିସାନ ନିଧି ୧୪ତମ କିସ୍ତି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରୁ ୧୪ତମ କିସ୍ତି ଜାରି କରିଛନ୍ତି । କିସାନ ସମ୍ମାନ ନିଧି ଯୋଜନା ଅଧିନରେ ୨ ହଜାର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଯାଇଛି । ୯ କୋଟି କୃଷକଙ୍କ ଖାତାକୁ ଏହି ଟଙ୍କା…

ପିଏମ କିସାନ ସ୍କିମରେ ଟଙ୍କା ଆସିବା ପୂର୍ବରୁ ଆସିଲା ବଡ ଅପଡେଟ୍‌, ତୁରନ୍ତ କରନ୍ତୁ ଚେକ୍‌, ନଚେତ ମିଳିବନି ଟଙ୍କା

ଯଦି ଆପଣ ପିଏମ୍‌ କିସାନ ନିଧି ଯୋଜନାରେ ରେଜିଷ୍ଟ୍ରେସନ୍‌ କରିଛନ୍ତି ତ ଆପଣଙ୍କ ପାଇଁ ଆସିଗଲା ବଡ଼ ଭଲ ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର କୋଟି କୋଟି କୃଷକଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହେବାକୁ ଯାଉଛି । ସରକାର ଖୁବ୍‌ ଶୀଘ୍ର କୃଷକଙ୍କ ଖାତାକୁ ୧୨ ତମ କିସ୍ତିର ଟଙ୍କା ଟ୍ରାନ୍ସଫର…

ନୂଆବର୍ଷରେ କୃଷକଙ୍କୁ ମୋଦିଙ୍କ ବଡ଼ ଉପହାର, ଲକ୍ଷାଧିକ ଚାଷୀଙ୍କ ଖାତାକୁ ଆସିଲା ୨୦୦୦ ଟଙ୍କା

ଆଜି ନୂଆ ବର୍ଷର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କୃଷକଙ୍କ ପାଇଁ କୃଷକ ସମ୍ମାନ ନିଧିର ଦଶମ କିସ୍ତି ଆଜି ଜାରି କରିଛନ୍ତି। ରିପୋର୍ଟ ମୁତାବକ, ଆଜି ଅପରାହ୍ନ ସାଢ଼େ ୧୨ଟାରେ ମୋଦି ଚାଷୀଙ୍କ ଖାତାଙ୍କୁ ଏହି ଟଙ୍କା ସିଧାସଳଖ…

ପରିବାରର ଏହି ସଦସ୍ୟଙ୍କୁ ମିଳିବ ୬ହଜାର ଟଙ୍କା :ପିଏମ୍‌ କିଶାନ ସମ୍ମାନ ନିଧି ଯୋଜନା

ପ୍ରଧାନମନ୍ତ୍ରୀ କିିଶାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ସବୁ ଯୋଜନା ମଧ୍ୟରୁ ଅନ୍ୟତମ। ଏଥିପାଇଁ ସରକାର ପ୍ରତିବର୍ଷ ଚାଷୀ ଭାଇଙ୍କୁ ୬ ହଜାର ଟଙ୍କା ପ୍ରଦାନ କରନ୍ତି। ଏବେ ପର୍ଯ୍ୟନ୍ତ କୃଷକ ଭାଇ ମାନଙ୍କୁ ୯ଟି କିସ୍ତିରେ ଟଙ୍କା ମିଳିସାରିଲାଣି। ଏବେ ପୁରା ଦେଶରେ କୃଷକ ମାନଙ୍କୁ…

୯ କୋଟିରୁ ଊର୍ଦ୍ଧ୍ବ ଚାଷୀଙ୍କୁ ମୋଦି ଦେଲେ ଉପହାର, ଚାଷୀଙ୍କ ଖାତାକୁ ଆସିଲା ୮ମ କିସ୍ତି ଟଙ୍କା: ଏମିତି ଚେକ୍ କରନ୍ତୁ…

ଦେଶର ୯.୫ କୋଟି ଚାଷୀଙ୍କ ପାଇଁ ଖୁସି ଖବର।  କେନ୍ଦ୍ର ସରକାରଙ୍କ ପିଏମ କିଷାନ ସମ୍ମାନନିଧି ଯୋଜନାରେ ଅଷ୍ଟମ କିସ୍ତି ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏକ ଭିଡିଓ କନ୍‌ଫରେନ୍ସି ଜରିଆରେ ଚାଷୀଙ୍କ ଖାତାରେ କିସ୍ତି ଟଙ୍କା ପ୍ରଦାନ କରିଥିବା…

କ’ଣ ଆପଣଙ୍କୁ ଏବେ ସୁଦ୍ଧା ମିଳିନି ୭ମ କିସ୍ତିର ୨୦୦୦ ଟଙ୍କା, ତା’ହେଲେ ତୁରନ୍ତ କରନ୍ତୁ ଏହି କାମ

ଚାଷୀ ଆନ୍ଦୋଳନ ଭିତରେ ସରକାର ପିଏମ୍‌ କିସାନ ସମ୍ମାନ ନିଧିର ୭ମ କିସ୍ତି ଜାରି କରିଦେଇଛନ୍ତି। ଯାହା ୧ ଡିସେମ୍ବରରୁ ସାରା ଦୁନିଆରେ ୧୧ କୋଟି ଚାଷୀଙ୍କ ଖାତାରେ ଜମା ହେବା ଆରମ୍ଭ ହୋଇସାରିଛି। ଏହି ଯୋଜନା ଅନୁଯାୟୀ, ସରକାରଙ୍କ ଦ୍ୱାରା ମୋଟ୍‌ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଚାଷୀଙ୍କ…

କେନ୍ଦ୍ର ସରକାର ଚାଷୀଙ୍କ ଖାତାକୁ ପଠାଇବାକୁ ଯାଉଛନ୍ତି ୬୦ ହଜାର କୋଟି, ଯଦି ଆପଣ ଏଥିରେ ବଞ୍ଚିତ ହେଉଛନ୍ତି ତେବେ…

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ସ୍କୀମ ସାହାଯ୍ୟରେ ବର୍ତ୍ତମାନ ସୁଦ୍ଧା ୭.୪୫ କୋଟି ଚାଷୀଙ୍କୁ ଟଙ୍କା ଦିଆଯାଇଛି। କିନ୍ତୁ ଏଥିରେ କେବଳ ୨.୯୯ କୋଟି ଲୋକଙ୍କୁ ତୃତୀୟ କିସ୍ତି ମଧ୍ୟ ମିଳିଛି। ଏହିଭଳି ଭାବରେ ଦେଶରେ ୧୧.୫ କୋଟି ଚାଷୀଙ୍କ ପାଖକୁ ଶେଷ କିସ୍ତି ପହଁଚିପାରିନାହିଁ। ଏହି…