ଚାଷୀଙ୍କ ପାଇଁ ଖୁସି ଖବର, ଆଜି ଆକାଉଣ୍ଟକୁ ଯିବ ପିଏମ୍ କିଶାନ୍ ଯୋଜନା ଟଙ୍କା
ଆଜି ଚାଷୀଙ୍କୁ ମିଳିବ ପିଏମ କିଶାନ୍ ଯୋଜନା ଟଙ୍କା । ବିହାରର ୭୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସପର ହେବ ୨ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ । ଏହି କାର୍ଯ୍ୟକ୍ରମ ସକାଳ ୧୧ଟା ପରେ ଆରମ୍ଭ…