ପୋଲିସ୍ ଗିରଫ କଲା ଗୁଣ୍ଡୁଚି ମୂଷାକୁ, ମହିଳା ଅଭିଯୋଗ କରିଥିଲେ ଗୁଣ୍ଡୁଚି ମୂଷା ମୋ ପଛରେ ପଡ଼ିଛି
ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ମହିଳାଙ୍କ ଅଭିଯୋଗ ପରେ ଗୋଟିଏ ଗୁଣ୍ଡୁଚି ମୂଷାକୁ ପୋଲିସ୍ ଧରି ଥାନାକୁ ନେଇଥିଲା । ପ୍ରାୟ ଚାରି ବର୍ଷ ତଳର ଘଟଣା । ଜର୍ମାନୀର ବୋଟ୍ରପ୍ ସହରରେ ଜଣେ ମହିଳା ଏଇ ଅଭିଯୋଗ ଆଣିଲେ ଯେ ଗୁଣ୍ଡୁଚି ମୂଷାଟି ତାଙ୍କୁ ହଇରାଣ କରୁଛି । ତାଙ୍କ ପଛରେ ପଡ଼ିଛି । ସେ…