Browsing Tag

police asi

ମାନବିକତା ଦେଖାଇଲେ ପୋଲିସ ଏସଆଇ, ଟେକି ଟେକି ଆଣି ବଡ଼ ଡାକ୍ତରଖାନା ପଠାଇଲେ

ଭୁବନେଶ୍ବର : ମାନବିକତା ଦେଖାଇଲେ ପୋଲିସ ଏସ ଆଇ । ଆଜି କଂଗ୍ରେସ ସାରା ଓଡିଶାରେ 12 ଘଣ୍ଟିଆ ବନ୍ଧ ଡାକରା ଦେଇଛି ।  ପାହାଳ ନିକଟରେ କଂଗ୍ରେସ କର୍ମୀମାନେ ରୋଡ଼ ବନ୍ଦ କରିଦେଇଥିଲେ । ଖଡ଼ିଆଳରୁ କଟକ ଯାଉଥିବା ବସ ପାହାଳ ନିକଟରେ ଅଟକି ଯାଇଥିଲା । ସେହି ବସରେ ଏକ ଯାତ୍ରୀ ଗୁରୁତର ରୋଗରେ…

ସନ୍ଦେହଜନକ ଅବସ୍ଥାରେ ପୋଲିସ ପୋଲିସ ଏଏସଆଇଙ୍କ ମୃତ୍ୟୁ, ଦୁର୍ଘଟଣା ନା ହତ୍ୟାକାଣ୍ଡ?

ଭବାନୀପାଟଣା: ଜାତୀୟ ରାଜପଥ ଉପରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ପାଖରେ ଦରପୋଡା ବାଇକ୍ । ଘଟଣା ଏତେ ସାଙ୍ଘାତିକ ଥିଲା ଯେ ନା ଗାଡ଼ିର ଚିହ୍ନ ବର୍ଣ୍ଣ ଅଛି ନା ପାଖରେ ପଡିଥିବା ମରଶରୀରର । କଳାହାଣ୍ଡି ଜିଲ୍ଲା ଜୁନାଗଡ଼-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବନମାଳିପୁର ଛକ ନିକଟରେ…

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡ ଧରାପଡିଲେ ଭଦ୍ରକ ବନ୍ତ ଥାନା ଏଏସ୍‌ଆଇ ମାନସ ପରିଡା

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଭଦ୍ରକ ବନ୍ତ ଥାନା ଏଏସ୍‌ଆଇ ମାନସ ପରିଡା । ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ । ଏକ ଜମିଜମା ମାମଲାକୁ ରଫା ଦଫା କରିବାକୁ ବନ୍ତ ଟିଲୋ ଅଞ୍ଚଳର କୈଳାସ ନାଥଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭଦ୍ରକ ଡିଏସପିଙ୍କ…

ଭିଜିଲାନ୍ସ ଜାଲରେ ଜଗତସିଂହପୁର ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସ୍‌ଆଇ, ୩ଟି ସ୍ଥାନରେ ଏକକାଳୀନ ଚାଲିଛି…

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ପୋଲିସ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସ୍‌ଆଇ ରବୀନ୍ଦ୍ର ନାଥ ସେନାପତିଙ୍କ ଘରେ ଚଢାଉ ଚାଲିଛି। ତାଙ୍କ ବାସଭବନ ସମେତ ଏରସମାର ପୈତୃକ…

କେନ୍ଦ୍ରାପଡା: ନ୍ୟାୟ ପାଇଁ ଯାଇଥିବା ମହିଳାଙ୍କୁ ଫାଣ୍ଡି ଅଧିକାରୀଙ୍କ ମାଡ଼ ଅଭିଯୋଗ, ଥାନାରେ ଗୁହାରୀ କଲେ ମହିଳା

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ପଟ୍ଟାମୁଣ୍ଡାଇରେ ତହସିଲଦାର ମାଡ ମାରିବା ଘଟଣା ଅଭିଯୋଗର ୨ଦିନ ନପୂରୁଣୁ ନ୍ୟାୟ ପାଇଁ ଯାଇଥିବା ମହିଳାଙ୍କୁ ଫାଣ୍ଡି ଅଧିକାରୀ ମାଡ ମାରିଥିବା ଅଭିଯୋଗ । ଫାଣ୍ଡି ଅଧିକାରୀଙ୍କ ମାଡରେ ସମ୍ପୃକ୍ତ ମହିଳା ଆହତ ହେବା ସହିତ ତାଙ୍କର ୧ବର୍ଷର ପୁଅ ମଧ୍ୟ ଆହତ ହୋଇଛନ୍ତି…