Below header
Browsing Tag

police detain

ପୋଲିସ ହାତରୁ ଅଭିଯୁକ୍ତ ଚମ୍ପଟ, ପୋଲିସକୁ ୪ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

ପୋଲିସ ହାତରୁ ଅଭିଯୁକ୍ତ ଚମ୍ପଟ। ଫେରାର ଅଭିଯୁକ୍ତକୁ ଗିରଫ ଦାବିରେ ଗାଁ ଲୋକେ କମର୍ଦ୍ଦା ପୋଲିସକୁ ଦୀର୍ଘ ସମୟ ଅଟକ ରଖିଥିଲେ। ଏଭଳି ଘଟଣା ମହାଶିବରାତ୍ରୀରେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ହୁଡ଼ାପାଳ ଗ୍ରାମରେ ଘଟିଛି। ବୁଢାପାଳ ଗାଁର ଜଣେ ମହିଳାଙ୍କୁ ରସଲପୁର ଗ୍ରାମର ଉତ୍ତମ ବେହେରା…

ଘର କଳିରେ ଫସିଗଲା ପୋଲିସ୍‌, ଆଠଘଣ୍ଟା ଅଟକ ରଖିଲେ ଗାଁ ମହିଳା

କାକଟପୁର (କେନ୍ୟୁଜ୍‌) : ପାରିବାରିକ କଳହକୁ ସମାଧାନ କରିବା ପାଇଁ ଆସିଥିବା ବେଳେ ଗାଁ ମଝିରେ ମହିଳାଙ୍କ ଦ୍ଵାରା ଆଠଘଣ୍ଟା ଅଟକ ରହିଛି ଅସ୍ତରଙ୍ଗ ପୁଲିସ | ଏ ଘଟଣା ଘଟିଛି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବେଗୁନିଆବସ୍ତ ଗ୍ରାମରେ । ଘଟଣା ଅନୁଯାୟୀ ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗ୍ରାମରେ…