Browsing Tag

Police mao encounter

ପୋଲିସ-ମାଓବାଦୀ ମୁହାଁମୁହିଁ , ଏନକାଉଣ୍ଟରରେ ୩ ମାଓବାଦୀ ନିହତ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଏନକାଉଣ୍ଟରରେ ୩ ମାଓବାଦୀ ନିହତ । ମଦନପୁର ରାମପୁର ଥାନା ତୁରଙ୍ଗ ରିଜର୍ଭ ଫରେଷ୍ଟରେ ଗୁଳି ବିନିମୟ ହୋଇଛି । ଆଜି ସକାଳ ୧୦ଟା ବେଳେ ଏହି ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ…