ଭଡ଼ାଘରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତଦେହ ନିକଟରୁ ଚିଠି ଜବତ କଲା ପୋଲିସ
ରାୟଗଡ଼ା: ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭଡ଼ାଘରୁ ଉଦ୍ଧାର ହୋଇଛି ସଞ୍ଜୟ ନାୟକଙ୍କ ମୃତଦେହ । ତାଙ୍କ ଘର ରାୟଗଡ଼ାରେ। ସେ ଭବାନୀପାଟଣାରେ ଭଡ଼ା ଘରେ ରହୁଥିଲେ । ମୃତଦେହ ନିକଟରୁ ଏକ ଚିଠି ମିଳିଛି । ସେପଟେ ସଞ୍ଜୟଙ୍କୁ ଉଚ୍ଚ ପଦସ୍ତ ଅଧିକାରୀ ମାନସିକ ଚାପ ଦେଉଥିବା ଅଭିଯୋଗ…