Below header
Browsing Tag

police suspended

ଦିଲ୍ଲୀ: ହଙ୍ଗାମା ପରେ ଆକ୍ସନ୍‌, ରାସ୍ତାରେ ନମାଜ ପଢ଼ୁଥିବା ଲୋକଙ୍କୁ ମାରିଥିଲେ ଗୋଇଠା, ନିଲମ୍ବିତ ହେଲେ ପୋଲିସ କର୍ମୀ

ଦିଲ୍ଲୀର ଇନ୍ଦ୍ରଲୋକରୁ ଏକ ଭିିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ନେଇ ବିବାଦ ଦେଖାଦେଇଛି । ଏଠାରେ ରାସ୍ତାରେ ନମାଜ ପାଠ ଚାଲିଥିଲା । ଏହାରି ଭିତରେ ଜଣେ ପୋଲିସ କର୍ମୀ ଅଭଦ୍ର ଆଚରଣ କରିଥିଲେ । ପୋଲିସ କର୍ମୀ ଜଣକ ନମାଜ ପଢ଼ୁଥିବା ଯୁବକମାନଙ୍କୁ ଗୋଇଠା ମାରିଥିଲେ ।…

ଚା’ଦୋକାନୀଙ୍କୁ ଗୋଇଠା ମାଡ଼ ଘଟଣା, ହୋମଗାର୍ଡଙ୍କ ସହ ପିସିଆର ଇନଚାର୍ଜଙ୍କୁ ଚାକିରିରୁ ବହିଷ୍କାର

ଭୁବନେଶ୍ୱର (କେନ୍ୟୁଜ) : ଚା'ଦୋକାନୀଙ୍କୁ ଗୋଇଠା ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଗୋଇଠା ମାରିଥିବା ହୋମଗାର୍ଡଙ୍କ ସହ ପିସିଆର ଇନଚାର୍ଜଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଲକ୍‌ଡାଉନ ବେଳେ ଜୁନ ୨୯ ତାରିଖରେ ଭୁବନେଶ୍ୱର କେଶୁରା ଛକରେ ଚା’ଦୋକାନୀଙ୍କୁ ହୋମଗାର୍ଡ ଗୋଇଠା ମାଡ଼ ମାରିଥିଲେ।…

ଲକ୍‌ଡାଉନ୍‌ ନିୟମ ଭାଙ୍ଗିଲେ ଯୁବତୀ, ଜରିମାନା ନେବା ବଦଳରେ ପୋଲିସ କର୍ମୀ ଦେଲେ କିସ୍‌; ଭିଡିଓ ଭାଇରାଲ

ପୋଲିସର କାମ ଲୋକଙ୍କୁ ସାହାଯ୍ୟ କରିବା ଓ ନିୟମ ଉଲ୍ଲଂଘନକାରୀଙ୍କୁ ରୋକିବା। କିନ୍ତୁ ପେରୁରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଫଳରେ ଜଣେ ପୋଲିସ କର୍ମୀଙ୍କୁ ଚାକିରିରୁ ନିଲମ୍ବିତ କରିଦିଆଯାଇଛି। ପୋଲିସ କର୍ମଚାରୀ ଜଣକ କରୋନା ନିୟମ ଉଲ୍ଲଂଘନ କରିଥିବା ଜଣେ ଯୁବତୀଙ୍କ…

ଡାକ୍ତରଙ୍କ ପୋଷାକ ଖୋଲିବା ଓ ହାତ ବାନ୍ଧିବା ମାମଲା, ନିଲମ୍ବିତ ହେଲେ ପୋଲିସକର୍ମୀ

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଜଣେ ଡାକ୍ତରଙ୍କ ଡ୍ରେସ ଉତାରିବା ଓ ହାତ ବାନ୍ଧିବା ଘଟଣା ସାମ୍ନାକୁ ଆସିବା ପରେ ଜଣେ ପୁଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଏହି ମାମଲାର ଏକାଧିକ ଭିଡିଓ ସାମ୍ନାକୁ ଆସିଛି। ଏକ ଭିଡିଓରେ ଡାକ୍ତର ଅଣ୍ଟା ପର୍ଯ୍ୟନ୍ତ ଡ୍ରେସ୍‌ ଓହ୍ଲାଇଥିବା ପୋଲିସ…