Browsing Tag

poll

ପୁଣି ଆଗରେ ନବୀନ ପଟ୍ଟନାୟକ, ଇଣ୍ଡିଆ ଟୁଡେ ଓପିନିଅନ ପୋଲ୍‌ରେ ୫୯% ସମର୍ଥନ

ଦିଲ୍ଲୀ : ଇଣ୍ଡିଆ ଟୁଡେ ଓପିନିଅନ ପୋଲ୍‌ରେ ପୁଣି ଆଗରେ ଅଛନ୍ତି ନବୀନ ପଟ୍ଟନାୟକ । ଏଥରେ ସର୍ଭେରେ ୫୯% ଚାହୁଁଛନ୍ତି ନବୀନ ପୁଣି ହୁଅନ୍ତୁ ମୁଖ୍ୟମନ୍ତ୍ରୀ । ୪୪% ସରକାରଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି । ୧୯% ସରକାରଙ୍କ କାମରେ ସନ୍ତୁଷ୍ଟ ନୁହନ୍ତି । ସର୍ଭେରେ ୨୧% ପ୍ରତିଶତ ସହ ବହୁ ପଛରେ…