Below header
Browsing Tag

post office franchise

ପୋଷ୍ଟ ଅଫିସ ଦେଉଛି ସୁବର୍ଣ୍ଣ ସୁଯୋଗ, ମାତ୍ର ୫ହଜାର ଟଙ୍କା ବିନିମୟରେ ପାଆନ୍ତୁ ଲକ୍ଷାଧିକ ଟଙ୍କା

ଯଦି ଆପଣ ମୋଟା ଅଙ୍କର ଅର୍ଥ ଏକାସାଙ୍ଗରେ କମାଇବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସ ଦେବ ଆପଣଙ୍କୁ ଏହି ସୁବର୍ଣ୍ଣ ସୁଯୋଗ । ଏବେ ଆପଣ ପୋଷ୍ଟ ଅଫିସ ଦ୍ୱାରା ପାଇ ପାରିବେ ପ୍ରତି ମାସରେ ମୋଟା ଅଙ୍କର ଅର୍ଥ । ଆଉ ଖାସ କଥା ହେଉଛି ଏଥିପାଇଁ ଆପଣଙ୍କୁ କେବଳ ମାତ୍ର ୫ହଜାର ଟଙ୍କା ଖର୍ଚ୍ଚ…

ମାତ୍ର ୫୦୦୦ ଟଙ୍କାରେ ମିଳୁଛି ପୋଷ୍ଟ ଅଫିସର ଫ୍ରାଞ୍ଚାଇଜ୍‌, କରିପାରିବେ ମୋଟା ଅଙ୍କର ରୋଜଗାର

ଦେଶରେ ହୁ ହୁ ହୋଇ ବଢ଼ୁଛି ଜନସଂଖ୍ୟା। ଏହା ସହ ତାଳ ଦେଇ ବଢ଼ିଚାଲିଛି ବେକାରୀ ସମସ୍ୟା। ରୋଜଗାର ପାଉନଥିବାରୁ ଲୋକମାନେ ବାହାର ରାଜ୍ୟକୁ ଗୋତି ଖଟିବାକୁ ଯାଉଛନ୍ତି। ତେବେ ଆପଣ ବି ଯଦି କଲେଜ ପଢ଼ା ସାରିବା ପରେ ଚାକିରି ପାଉନାହାନ୍ତି ଓ ଘରେ ବେରୋଜଗାର ହୋଇ ବସିଛନ୍ତି ତେବେ ଆପଣଙ୍କ ପାଇଁ ଏକ…