Browsing Tag

postponed

ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ, ସୂଚନା ଦେଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି

ଭୁବନେଶ୍ୱର (କେନ୍ୟୁଜ): କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଜନଜାତିଙ୍କ ଜମି ବିକ୍ରି ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଲେ। ୧୪ ତାରିଖରେ କ୍ୟାବିନେଟର ଏ ନିଷ୍ପତ୍ତି ହୋଇଥିଲା। ଜନଜାତି ବ୍ୟକ୍ତି ସର୍ବସାଧାରଣଙ୍କୁ ଜମି ବିକ୍ରି ଓ ବନ୍ଧକ ରଖିପାରିବେ।…

ଘୁଞ୍ଚିଲା ଦ୍ୱାଦଶ ଶ୍ରେଣୀ ପରୀକ୍ଷା : ଜୁନ୍ ୪ରେ ହେବ ମେ’ ୩୧ ତାରିଖରେ ହେବାକୁ ଥିବା ପେପର

କଟକ: ଘୁଞ୍ଚିଲା ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏହି ପରୀକ୍ଷା ଘୁଞ୍ଚିଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦର ନୋଟିସ୍‌ ମୁତାବକ, ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୪କୁ ଘୁଞ୍ଚିଛି।…

Asian Games 2022 : ଏସିଆନ୍‌ ଗେମ୍‌ସ ସ୍ଥଗିତ, ଚୀନ୍‌ ମିଡିଆ ଦେଲା ସୂଚନା

ପୁଣିଥରେ ପୂରା ଦୁନିଆରେ କରୋନାର ଆତଙ୍କ ଆରମ୍ଭ ହୋଇଛି। କିଛି ଦିନ ପାଇଁ ବିପଦ କମ୍‌ ହେବା ପରେ ଏବେ ଆଉ ଥରେ ନିଜ କଳା କାୟା ମେଲାଇବା ଆରମ୍ଭ କରିଛି କରୋନା ଭାଇରସ୍‌। କରୋନାର ବଢ଼ୁଥିବା ମାମଲା ମଧ୍ୟରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ଆସୁଛି ଯେ ଏସିଆନ୍‌ ଗେମ୍‌ସକୁ ସ୍ଥଗିତ…

ଧାର୍ଯ୍ୟ ସମୟରେ ହେବନି ଭାରତ-ଶ୍ରୀଲଙ୍କା ସିରିଜ, ଜାଣନ୍ତୁ କ’ଣ ପାଇଁ ଆଗକୁ ବଢିଲା ତାରିଖ

କ୍ରିକେଟ ପ୍ରେମୀଙ୍କ ପାଇଁ ନୈରାଶ୍ୟଜନକ ଖବର। ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସିରିଜ ଧାର୍ଯ୍ୟ ସମୟରେ ଆରମ୍ଭ ହେବନାହିଁ । ଶ୍ରୀଲଙ୍କା ଟିମର ଡାଟା ଆନାଲିଷ୍ଟ ଓ ବ୍ୟାଟିଂ କୋଚ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନଆଯାଇଛି। ଫଳରେ ସିରିଜର ସିଡ୍ୟୁଲ ପୁଣିଥରେ…

ବାତିଲ ହୋଇପାରେ ୧୭ ବର୍ଷରୁ ଫିଫା ମହିଳା ବିଶ୍ବକପ, ଖୁବଶୀଘ୍ର ହେବ ଘୋଷଣା

କରୋନା ସଂକ୍ରମଣ ଯୋଗୁ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ବାତିଲ ହେବା ନେଇ ଉଭୟ ଫିଫା ଓ ଆଞ୍ଚଳିକ ଆୟୋଜକ କମିଟି ନିଷ୍ପତ୍ତି ନେଇ ସାରିଥିବା ଜଣାପଡ଼ିଛି। ମାତ୍ର ଅଫିସିଆଲ ଭାବେ ଏ ସଂପର୍କରେ କିଛି ଘୋଷଣା ହୋଇନାହିଁ। ସୂଚନା ଅନୁସାରେ, ଯଦି ଏହି ସଂସ୍କରଣ ବାତିଲ ଘୋଷଣା ହୁଏ ତେବେ…