Below header
Browsing Tag

pradeep panigrahi

ଖୋଲିଲା ଆଉ ଏକ ଗୁମର, ପ୍ରଦୀପଙ୍କ ଦ୍ୱାରା ଭୟଭୀତ ହୋଇ ବିଧାୟକ ରମେଶ ଜେନାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିବା…

ବ୍ରହ୍ମପୁର (କେନ୍ୟୁଜ୍‌) : ଧୀରେ ଧୀରେ ପ୍ରଦୀପ ପାଣିଗ୍ରାହୀଙ୍କର ହେଉଛି ଖୁଲାସା। ଏବେ ଖୋଲିଲା ଆଉ ଏକ ବଡ ଗୁମର। ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ରଖିଲେ ମହିଳା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ୱାରା ଭୟଭୀତ ହୋଇ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ…

ଜମି ମାଫିଆଙ୍କ ସହ ରହିଛି ପ୍ରଦୀପଙ୍କ ସମ୍ପର୍କ, କହିଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା

ବ୍ରହ୍ମପୁର (କେନ୍ୟୁଜ୍‌) : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଧାୟକ ରମେଶ ଜେନା ଅଭିଯୋଗ କରିଛନ୍ତି ଯେ, ପ୍ରଦୀପଙ୍କ…

ଝାରପଡ଼ା ଜେଲରେ କଟିଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ରାତି, ସକାଳୁ ଜଳଖିଆରେ ଖାଇଲେ ଉପମା, ଘୁଘୁନି ଓ ଚା

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଠିକଣା ଝାରପଡ଼ା ଜେଲ । ଗିରଫ ପରେ ଜେଲରେ କଟିଲା ରାତି । ଗତକାଲି ରାତିରେ ପ୍ରଦୀପ କିଛି ଖାଇ ନଥିଲେ। ରାତି ଗୋଟାଏ ସୁଦ୍ଧା ପ୍ରଦୀପଙ୍କୁ ନିଦ ହୋଇନଥିଲା। ଆଜି ସକାଳ ଜଳଖିଆରେ ତାଙ୍କୁ ଉପମା, ଘୁଘୁନି ଓ ଚା ଖାଇବାକୁ ଦିଆଯାଇଛି। ଲାଇନ୍‌ରେ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ କାର୍ଯ୍ୟର ସ୍ପଷ୍ଟୀକରଣ ଦେଲା ବିଜେଡି

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ କାର୍ଯ୍ୟର ସ୍ପଷ୍ଟୀକରଣ ଦେଲା ବିଜେଡି । କରୋନାରେ ଗଞ୍ଜାମ ଜିଲ୍ଲା ଅସ୍ତବ୍ୟସ୍ତ ହେଉଥିବା ବେଳେ ମଉଜ କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ବିଜେଡି ପକ୍ଷରୁ କୁହାଯାଇଛି ଯେ, ୪ ମାସ ଧରି କୋଭିଡ୍‌ ଯୋଦ୍ଧା ଦିନରାତି ପରିଶ୍ରମ କରିଛନ୍ତି ।…

ମୁଁ ଜନ ବିରୋଧୀ କାର୍ଯ୍ୟ କରିନି କି କାହାରି ଠାରୁ ଟଙ୍କା ଖାଇନି: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର(କେ ନ୍ୟୁଜ): ଦଳରୁ ବହିଷ୍କାର ହେବା ପରେ ପ୍ରତିକ୍ରିୟା ରଖିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ l ଦୀର୍ଘ ସମୟର ସାମ୍ୱାଦିକ ସମ୍ମିଳନୀରେ ନିଜ ମତ ରଖିଲେ ବିଧାୟକ l ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ ଡାକି କହିଲେ ମୁଁ କୌଣସି ଜନବିରୋଧୀ କାର୍ଯ୍ୟ କରିନାହିଁ  l ଦଳ…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ

ଭୁବନେଶ୍ୱର(କେ ନ୍ୟୁଜ): ଜନବିରୋଧୀ କାର୍ଯ୍ୟ ନେଇ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଜି ତାଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିବା ନେଇ ଜଣାଯାଇଛି । ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟ ନେଇ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି । ଦଳ ସୁପ୍ରିମୋ ନବୀନ…