Below header
Browsing Tag

pradip pathak link

ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜରେ ହେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜରେ ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁଇ ଦିନିଆ ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ । ଏଥିସହ ତାଙ୍କର ୧୪ ଦିନିଆ ବିଚାର ବିଭାଗୀୟ ହାଜତ ରହଣୀ ଅବଧି ସରୁଛି । ଦୁଇ ଦିନିଆ ରିମାଣ୍ଡରେ ପ୍ରଦୀପ…

ଆସିଲା ପୁଣି ଏକ ମହାଖୁଲାସା, ଗୋଟିଏ ଆକାଉଣ୍ଟରେ ୭ ମାସରେ ଅଢେଇ କୋଟି ଟଙ୍କା ଜମା

ଆସିଲା ପୁଣି ଏକ ମହାଖୁଲାସା । ଗତକାଲି ଆମେ ଦେଖାଇଥିଲୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର କୋର୍ଟପେଟାରେ ଥିବା ଆଇସିଆଇସିଆଇ ବ୍ୟାଙ୍କରେ ଥିବା ଆକାଉଣ୍ଟ। ଚଳିତ ଆର୍ଥିକ ବର୍ଷର ଏହି ଗୋଟିଏ ଆକାଉଣ୍ଟରେ ୭ ମାସରେ ଜମା ହୋଇଥିଲା ଅଢେଇ କୋଟି ଟଙ୍କା। ସେଥିରେ ଅଗଷ୍ଟ ୨୭ରେ, ସୂର୍ଯ୍ୟ…