Browsing Tag

pregnent lady

କେବେ ସୁଧୁରିବ ସ୍ଥତି ? ପୋଲ ନଥିବାରୁ ଦୁଇ କିମି ଚାଲିବା ପରେ ନଦୀ ପାର ହେଲେ ଗର୍ଭବତୀ ମହିଳା

ମୋହନା(କେନ୍ୟୁଜ୍): ପୁଣି ଜନନୀ ଯନ୍ତ୍ରଣା। ନଦୀ ଉପରେ ପୋଲ ନଥିବାରୁ ଗ୍ରାମକୁ ଯାଇପାରିଲାନି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ଦୁଇ କିଲୋମିଟର ଚାଲିବା ପରେ ଭରା ନଦୀ ପାର ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛନ୍ତି ଗର୍ଭବତୀ ମହିଳା। ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଗଜପତି କନ୍ଧମାଳ…

ପୁଣି ମୋହନାରେ ଜନନୀ ଯନ୍ତ୍ରଣା, ଏକ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ

ମୋହନା(କେନ୍ୟୁଜ୍): ଗାଁକୁ ପହଁଚିଲାନି ୧୦୮ ଆମ୍ବୁଲାନ୍ସ, ଏକ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡ଼ି ପଞ୍ଚାୟତର ଦୁର୍ଗମ ଯେଗେରେସିଂ ଗ୍ରାମରେ। ସୂଚନା ପ୍ରକାରେ ଚନ୍ଦ୍ରଗିରି ପଞ୍ଚାୟତ କଙ୍କୋରଡା ଗ୍ରାମର ମୁନା…