ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ସଚିନ ତେନ୍ଦୁଲକର, ଅଟୋଗ୍ରାଫ ଥିବା ଟେଷ୍ଟ ଜର୍ସି ଦେଲେ ଉପହାର
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର କ୍ରିକେଟର ତଥା ମାଷ୍ଟରବ୍ଲାଷ୍ଟ ସଚିନ ତେନ୍ଦୁଲକର ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ସମୟରେ ସଚିନ ତେନ୍ଦୁଲକର ଦ୍ରୌପଦୀ ମୁର୍ମୁଙ୍କୁ ଟେଷ୍ଟ ଜର୍ସି ଉପହାର ଦେଇଥିଲେ । ସଚିନ ତେନ୍ଦୁଲକର ଓ…