ମାର୍ଚ୍ଚରୁ Credit Card ୟୁଜର୍ସ ଦେବେ ଡବଲ୍ ପ୍ରୋସେସିଂ ଫିସ୍
ଏବେ କ୍ରେଡିଟ କାର୍ଡ ଧାରୀ ହୋଇଯାନ୍ତୁ ଆଲର୍ଟ। ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇ ଆସିଲା ବଡ଼ ଖବର। ନିଜ ଗ୍ରାହକଙ୍କୁ ଇମେଲ ମାଧ୍ୟମରେ ବ୍ୟାଙ୍କ ଏକ ଜରୁରୀ ସୂଚନା ଦେଉଛି। ମାର୍ଚ୍ଚ ୨୦୨୩ ରୁ କ୍ରେଡିଟ କାର୍ଡ ରୁ ରେଣ୍ଟ ପେମେଣ୍ଟ କରିବା ଉପରେ ୧୯୯ ଟଙ୍କାର ପ୍ରୋସେସିଂ ଫିସ…