Browsing Tag

puri bahuda jatra

ବାହୁଡା ଯାତ୍ରାରେ ଜନ ସମୁଦ୍ର ବଡ଼ଦାଣ୍ଡ, ଆରମ୍ଭ ହେଲା ରଥଟଣା

ପୁରୀ(କେନ୍ୟୁଜ୍): ତିନି ରଥରେ ଗଜପତି ମହାରାଜା ଛେରାପହଁରା କରିବା ପରେ ଆରମ୍ଭ ହୋଇଛି ରଥଟଣା । ଭକ୍ତ ମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣୁଛନ୍ତି।  ତେବେ ଆଜି ନିଦ୍ଧାରିତ ସମୟ ପୂର୍ବରୁ ସରିଛି ପହଣ୍ଡିବିଜେ ଓ ରଥଟଣା । ସୂଚନା ମୁତାବକ, ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି…

ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଲାଖେଳା, ଦକ୍ଷିଣମୋଡ ପରେ ନାକଚଣା ଦ୍ୱାରରେ ଲାଗିଛି…

ପୁରୀ(କେନ୍ୟୁଜ୍): ନାକଚଣା ଦ୍ୱାରରେ ତିନି ରଥ। ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଲାଖେଳା । ଶ୍ରୀମନ୍ଦିର ଫେରିବେ ନୀଳାଦ୍ରିନାଥ। ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପର ଦିନ ରଥର ଦକ୍ଷିଣମୋଡ…

ଅଣସର ପିଣ୍ଡିରେ ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ପାଇଁ ଗଲା ଫଳ ଭାର

ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ପରମ୍ପରା ଜ୍ୱଳନ୍ତ ନିଦର୍ଶନ । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଏହାକୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ପୈାରାଣିକ ଗାଥା ଅନୁୁଯାୟୀ…

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ଆଗେ ଆଗେ ବଡ ଭାଇ, ପଛରେ ଭଉଣୀ ଚାନ୍ଦମୁହିଁ ଓ ଭାଇ…

ପୁରୀ(କେନ୍ଯୁଜ୍): ଜନ୍ମବେଦୀରେ ଲୀଳାଖେଳା ସାରି ରଥରେ ବାହୁଡୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା, ଜୟଜଗନ୍ନାଥ ଧ୍ୱନିରେ କମ୍ପୁଛି ରଥପଥ । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଦିନ ୧୨ଟା ପରିବର୍ତ୍ତେ ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ। ଶ୍ରୀଗୁଣ୍ଡିଚା…