Browsing Tag

puri collector

ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିଜୟ କୁମାର ଦାଶ, ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ସମସ୍ତଙ୍କ ସହଯୋଗ ଲୋଡିଲେ

ପୁରୀ (କେନ୍ୟୁଜ୍‌) : ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିଜୟ କୁମାର ଦାଶ । ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ନୂତନ ଦାୟିତ୍ବ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଂଚିବ ସେନେଇ କାର୍ଯ୍ୟ କରିବେ ବୋଲି…

ପୁରୀରେ ୧୨୪ ଜଣ କୋଭିଡ୍‌ ମନିଟରଙ୍କୁ ନିଯୁକ୍ତି କଲେ ଜିଲ୍ଲାପାଳ: ବସ୍ତି ଗୁଡ଼ିକରେ ବୁଲି ସଂଗ୍ରହ କରିବେ ଥଣ୍ଡା,କାଶ ଓ…

ପୁରୀ: ପୁରୀରେ ଥିବା ବସ୍ତି ଗୁଡ଼ିକରେ କରୋନା ସଂକ୍ରମଣ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନେଇଛନ୍ତି ଅଭିନବ ପଦକ୍ଷେପ। ବସ୍ତି ଗୁଡ଼ିକରେ ଜନଜସେତନତା ସୃଷ୍ଟି କରିବା ସହ ପ୍ରତ୍ୟେକ ଘରକୁ ସଂକ୍ରମଣ ରୋକିବା ପାଇଁ ୧୨୪ ଜଣ କୋଭିଡ୍‌ ମନିଟରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କୋଭିଡ୍‌…

ଆକ୍ଟିଭ ଆଇଏଏସ, ଚାଲିଚାଲି ଡ୍ରେନେଜ ବ୍ୟବସ୍ଥାର ସ୍ଥିତି ପରଖିଲେ ପୁରୀ ଜିଲ୍ଲାପାଳ

ଆକ୍ସନରେ ଆଇଏଏସ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ତତ୍କାଳ ପରିଦର୍ଶନ ପାଇଁ ଚର୍ଚ୍ଚାରେ ଆଇଏଏସ ଅଧିକାରୀ। ପୁରୀ ବେଳାଭୂମି ସଫା କରିବା ପରେ ଅଚାନକ ସହରରେ ଡ୍ରେନେଜ ସମସ୍ୟାର ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ। ଡ୍ରେନେଜ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ହେବା ପରେ…

ସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ

ପୁରୀ : ପୁଣି ଥରେ ଚର୍ଚ୍ଚାରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ସ୍କୁଲ ପରିଦର୍ଶନ ସହ ପିଲାଙ୍କୁ ପଢାଇଲେ ପାଠ । ସାକ୍ଷୀଗୋପଳ ସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସ୍ୱଛତା ରଖିବା ସହ ପାଠ ପଢାଇଥିଲେ । ଆଉ ବିଷୟ ବସ୍ତୁଥିଲା ରାମାୟଣ । ଏହା ପରେ ଆରମ୍ଭ କରିଥିଲେ…