Browsing Tag

R.value drops

ରାଜ୍ୟକୁ ଆଶ୍ୱସ୍ତି: ୧ ତଳକୁ ଖସିଲା ଆର୍‌.ଭାଲ୍ୟୁ, ୩ଜଣ ସଂକ୍ରମିତ ଅନ୍ୟ ୨ଜଣଙ୍କୁ କରିପାରୁଛନ୍ତି ସଂକ୍ରମିତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟକୁ ଆଶ୍ୱସ୍ତି । ୧ ତଳକୁ ଖସିଲା ଆର୍‌.ଭାଲ୍ୟୁ । ଗତମାସ ଶେଷସୁଦ୍ଧା ରାଜ୍ୟରେ ଆର୍‌.ଭାଲ୍ୟୁ ୦.୬୫ ରହିଛି । ଅର୍ଥାତ ଏବେ ୩ଜଣ ସଂକ୍ରମିତ ଅନ୍ୟ ୨ଜଣଙ୍କୁ ସଂକ୍ରମିତ କରିପାରୁଛନ୍ତି । ତୃତୀୟ ଲହରରେ ସଂକ୍ରମଣ ଯେପରି ମାଡୁଥିଲା, ଏବେ ବ୍ରେକ୍‌ ଲଗିଛି । ଦେଶରେ…