Below header
Browsing Tag

rabbit

ମଲା ମୂଷା, ଠେକୁଆରେ ଘର ସଜ୍ଜା ସାମଗ୍ରୀ ତିଆରି କରୁଛନ୍ତି ଏହି ବ୍ୟକ୍ତି; କିଣିବାକୁ ଲାଗୁଛି ଲୋକଙ୍କ ଭିଡ଼

ପେଟ ପୋଷିବାକୁ ଲୋକମାନେ ବିଭିନ୍ନ କାମ କରିଥାନ୍ତି। କିଛି କାମ ଭଲ ହୋଇଥିବା ବେଳେ ଆଉ କିଛି ଅଦ୍ଭୁତ ହୋଇଥାଏ। ତେବେ ବର୍ତ୍ତମାନ ବ୍ରିଟେନ୍‌ର ଜଣେ ଯୁବକ ଟଙ୍କା ରୋଜଗାର କରିବାକୁ ଏମିତି ବେପାର କରୁଛନ୍ତି, ଯାହା କେହି କେବେ ସ୍ୱପ୍ନରେ ବି ଚିନ୍ତା କରି ନଥିବେ। ବ୍ୟକ୍ତି ଜଣକ ମୃତ…

କାହିଁକି ନିଜର ଝାଡା ଖାଇଥାଏ ଠେକୁଆ, ଜାଣନ୍ତୁ କାହିଁକି ଅନେକ ପଶୁଙ୍କର ରହିଥାଏ ଏପରି ଅଜବ ଅଭ୍ୟାସ

କଣ ଆପଣ କେବେ ଭାବିଛନ୍ତି ଯେ କେହି ନିଜର ଝାଡା ଖାଇପାରେ । କିନ୍ତୁ ଠେକୁଆ ମାନେ ଏପରି କରିଥାନ୍ତି । ଠେକୁଆକୁ ନିଜର ବିଷ୍ଠା ଖାଇବାର ଅଭ୍ୟାସ ରହିଥାଏ । ଏହି ପ୍ରକ୍ରିୟାକୁ ଅଟୋକର୍ପୋଫେଜୀ କୁହାଯାଇଥାଏ । କାହିଁକି ନିଜର ଝାଡା ଖାଇଥାଏ ଠେକୁଆ ନିଜର ବିଷ୍ଠା ଖାଇବା ଠେକୁଆ ମାନଙ୍କର…