Browsing Tag

raghunandan das

ରଘୁନନ୍ଦନଙ୍କ ଘରବାହୁଡା, ବିଜେପି ଛାଡି ବିଜେଡିରେ ଦେଲେ ଯୋଗ

ଜଗତସିଂହପୁର : ରଘୁନନ୍ଦନଙ୍କ ଘରବାହୁଡା। ବିଜେପି ଛାଡି ବିଜେଡିରେ ଯୋଗଦେଲେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ରଘୁନନ୍ଦନ ଦାସ। ସେ ବିଜେଡି ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ। ନିଜର ଶତାଧିକ ସମର୍ଥକଙ୍କ ସହ ସେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।…