Below header
Browsing Tag

railway officer save child

ଟ୍ରେନ୍‌ ସାମ୍ନାରେ ଧାରଣାକୁ ଖସି ପଡ଼ିଲା ଛୁଆ, ମରଣ ମୁହଁରୁ ଟାଣି ଆଣିଲେ ରେଳ କର୍ମଚାରୀ; ଦେଖନ୍ତୁ ଭିଡିଓ

ମୁମ୍ବାଇର ବାଙ୍ଗଣୀ ରେଲୱେ ଷ୍ଟେସନ୍‌ରେ ଆଜି ଏକ ବଡ଼ ବିପଦ ଟଳିଛି। ଏଠାରେ ରେଲୱେ ଷ୍ଟେସନ୍‌ରେ ଜଣେ ରେଳ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଧାରଣାରେ ଗଳି ପଡ଼ିଥିବା ଏକ ପିଲାର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ପିଲାଟି ରେଳ ଟ୍ରାକ୍‌ରେ ପଡ଼ିବା ବେଳେ ଅପର ପଟୁ ଏକ ଟ୍ରେନ୍‌ ଖୁବ୍‌…