Browsing Tag

rainfall

ବରଗଡ଼ରେ କାଳବୈଶାଖୀ ତାଣ୍ଡବ, ୮ଟି ବ୍ଲକରେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି

ବରଗଡ଼: ବରଗଡ଼ରେ କାଳବୈଶାଖୀ ତାଣ୍ଡବ । ପ୍ରାୟ ୮ଟି ବ୍ଲକରେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅମଳ ହୋଇଥିବା ଧାନ ଓ ପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ଲୁପୁରସିଙ୍ଗା ପଞ୍ଚାୟତ, ସୋହେଲା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । କାଳବୈଶାଖୀ…

ନିଆଳିରେ ବ୍ରଜପାତରେ ଜଳିଗଲା ନଡ଼ିଆ ଗଛ, କାଳବୈଶାଖୀ ବର୍ଷା ଉଡାଜିଦେଲା ଫସଲ

ନିଆଳି: ବ୍ରଜପାତରେ ଜଳିଗଲା ନଡ଼ିଆ ଗଛ। ଗତକାଲି ରାତି ସମୟରେ ମାଡ଼ି ଆସିଲା କାଳ ବୈଶାଖୀ। ପବନ,ମେଘ ସହ ଘଡଘଡି। ଠପ ହୋଇଯାଇଥିଲା ବିଦ୍ୟୁତ୍ ସରବରାହ। ଚାରିଆଡ଼େ ଘଞ୍ଚ ଅନ୍ଧାର। ଗୋଟିଏ ପରେ ଗୋଟିଏ ଘଡଘଡି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ଓ ଖୋର୍ଦ୍ଧା…

ସାରା ରାଜ୍ୟରେ କାଳବୈଶାଖୀ ଜାରି: ୧୯ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ କରାଇଲା ପାଣିପାଗ କେନ୍ଦ୍ର, ୨୯ରେ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଗତକାଲି ପରି ଆଜି ମଧ୍ୟ ଏପରି ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମୂଦ୍ର ଅଶାନ୍ତ ରହିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ…

ଆଜିଠାରୁ ୨୮ଯାଏ ସାରା ରାଜ୍ୟରେ ଲାଗିରହିବ ଝଡ଼ବର୍ଷା ! ୫ ଦିନ ପାଇଁ ଅଧିକାଂଶ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର : ଆଜି ଠାରୁ ସାରା ରାଜ୍ୟରେ ଝଡ଼ବର୍ଷା ଲାଗିରହିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୫ ଦିନ ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ…