ଫିଲ୍ମ ସ୍ତ୍ରୀ ୨ର ପ୍ରଥମ ଗୀତ ‘ଆଜ କି ରାତ’ ରିଲିଜ୍, ତମନ୍ନାଙ୍କ ଡ୍ୟାନ୍ସ ଦେଖି ଫିଦା ହେଲେ ଫ୍ୟାନ୍ସ
ଆଜିକାଲି ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ତାଙ୍କ ଅପ୍କମିଂ ହରର କମେଡି ଫିଲ୍ମ ସ୍ତ୍ରୀ ୨କୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି, ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି । ଫିଲ୍ମ ସ୍ତ୍ରୀ ୨ର ଟ୍ରେଲର କେବଳ ହରର ନୁହେଁ ବରଂ କମେଡିରେ ମଧ୍ୟ ଭରପୂର…