Browsing Tag

rajastan royals

ଆଇପିଏଲରେ ସବୁଠୁ ଟପରେ ରାଜସ୍ଥାନ ରୟାଲ୍ସ

ଆଇପିଏଲରେ ଏପର୍ଯ୍ୟନ୍ତ ଫୁଲ ୨୧ ମ୍ୟାଚ ଖେଳାଯାଇଛି । କେକେଆର ଓ ଏଲଏସଜି ସବୁଠୁ ବେଶୀ ୫-୫ ମ୍ୟାଚ ଖେଳିଛନ୍ତି । ବାକି ଅନ୍ୟ ସମସ୍ତ ଟିମ ମଧ୍ୟରେ ୪-୪ ମୁକାବିଲା ହୋଇଛି । ରାଜସ୍ଥାନ ରୟାଲ୍ସ ଆଇପିଏଲ ୨୦୨୨ର ଟେବୁଲରେ ଟପରେ ରହିଛି । ଏହି ଟିମ ନିଜର ୪ଟି ମ୍ୟାଚରୁ ୩ମ୍ୟାଚ ଜିତି ୬ ଅଙ୍କ ହାସଲ…

ରାଜସ୍ଥାନ ରୟାଲସର ଫିଲଡିଙ୍ଗ କୋଚ ଦିଶାନ୍ତ ୟାଗନିକ କରୋନା ପଜିଟିଭ୍‌, ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି

ମୁମ୍ବାଇ: ଆଇପିଏଲ୍ ଆସନ୍ତା ସଂସ୍କରଣ ଚଳିତ ବର୍ଷ ୟୁଏଇରେ ସେପ୍ଟେମ୍ବର ମାସ ୧୯ ତାରିଖରୁ ନଭେମ୍ବର ୮ତାରିଖ ମଧ୍ୟରେ ଆୟୋଜିତ ହେବ । ଆଇପିଏଲ୍‌ର ଚେୟାରମ୍ୟାନ ବ୍ରିଜେଶ ପଟେଲ ଏହା ଘୋଷଣା କରିଛନ୍ତି। ବିସିସିଆଇ ୫୧ ଦିନ ମଧ୍ୟରେ ଆଇପିଏଲ୍-୧୩କୁ ଶେଷ କରିବାକୁ ନିଷ୍ପତ୍ତି ନେଇ ସାରିଛି । ଏହି…