ରାଜଧାନୀରେ ରାଜସ୍ଥାନୀ ନାବାଳିକା ଗ୍ୟାଙ୍ଗ୍, ଡୋନେସନ ନାଁରେ ଜୋରଜବରଦସ୍ତ ମାଗୁଛନ୍ତି ଟଙ୍କା
କେନ୍ୟୁଜ୍(ବ୍ୟୁରୋ):ବେଶଭୂଷା, ଷ୍ଟାଇଲ କିଛି କମ୍ ନୁହେଁ । ରାଜଧାନୀରେ ଦଳ ଦଳ ହୋଇ ଘୂରି ବୁଲୁଛନ୍ତି । ଘର, ଅଫିସ ଭିତରକୁ ଅଚାନକ ପଶିଯାଉଛନ୍ତି । ରାସ୍ତାଘାଟରେ ଲୋକଙ୍କୁ ଅଟକାଇ ଡୋନେସନ ନାଁରେ ଜୋରଜବରଦସ୍ତ ମାଗୁଛନ୍ତି ଟଙ୍କା । ଯିଏ ନଦେଉଛି ହଇରାଣ ହରକତ କରୁଛନ୍ତି । ରାଜସ୍ଥାନରୁ…