Below header
Browsing Tag

ranbir kapoor

ରିଲିଜ ହେଲା ଫିଲ୍ମ ବ୍ରହ୍ମାସ୍ତ୍ରର ବହୁ ପ୍ରତୀକ୍ଷିତ ଗୀତ ‘କେସରିଆ’, ଗୀତ ଶୁଣି ପାଗଳ ହେଲେ ଫ୍ୟାନ୍ସ

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ବହୁ ପ୍ରତିକ୍ଷୀତ ଗୀତ କେସରିଆ ରିଲିଜ ହୋଇଛି। ଏହି ଗୀତରେ ରଣବୀର ଏବଂ ଆଲିଆ ସମସ୍ତଙ୍କୁ ଦିଓ୍ଵାନା କରିଦେଇଛନ୍ତି। ଏହି ଗୀତକୁ ଫ୍ୟାନ୍ସ ଅନେକ ଦିନରୁ ଅପେକ୍ଷା କରି ରହିଥିଲେ। ଏହି ଗୀତକୁ ଅରିଜିତ ସିଂ ଗାଇଛନ୍ତି।…

ବିବାହ ପରେ ନୁହେଁ ବିବାହ ପୂର୍ବରୁ ଆଲିଆ ଥିଲେ ଗର୍ଭବତୀ ! ବେବି ବମ୍ପ ଦେଖି ଫ୍ୟାନ୍ସ କରୁଛନ୍ତି ଏଭଳି ଚର୍ଚ୍ଚା

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହ କରିବାର ମାତ୍ର ୨ ମାସ ପରେ ଗର୍ଭବତୀ ହେବାର ଖବର ଦେଇଥିଲେ। ଆଲିଆଙ୍କ ଗର୍ଭବତୀ ଖବର ଶୁଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗର୍ଭବତୀ ଥାଇ ବି ସେ ଆଲିଆ ତାଙ୍କ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ୍’ର ସୁଟିଂ ଶେଷ କରି ଲଣ୍ଡନରୁ ମୁମ୍ବାଇ ଫେରିଥିଲେ।…

କୋଟିରେ ରୋଜଗାର କରୁଥିବା ରଣବୀର କପୁରଙ୍କ ପ୍ରଥମ ରୋଜଗାର ଥିଲା ମାତ୍ର ୨୫୦ ଟଙ୍କା, ମା’ଙ୍କ ପାଦରେ ଦେଇଥିଲେ ପ୍ରଥମ…

ବଲିଉଡ ଅଭିନେତା ରଣବୀର କପୁରଙ୍କ ରୋଜଗାର ଆଜି କୋଟିରେ । ହେଲେ ଜାଣନ୍ତି କି ଏହି ଅଭନେତାଙ୍କ ପ୍ରଥମ ରୋଜଗାର ଥିଲା କେତେ । ପ୍ରତ୍ୟେକ ବଡ଼ ଲୋକଙ୍କ ପ୍ରଥମ ରୋଜଗାର ବହୁତ କମ ଥାଏ । କାରଣ ପ୍ରଥମରୁ ସେମାନେ ଅଳ୍ପରେ ହିଁ ଜୀବନ ଆରମ୍ଭ କରିଥାନ୍ତି । ପରିଶ୍ରମ ହିଁ ତାଙ୍କୁ ଶେଷରେ ବଡ଼ ଅବସ୍ଥାକୁ…

ମନ୍ଦିର ଭିତରେ ରଣବୀର କପୁରଙ୍କ ଜୋତା ପିନ୍ଧିବା ବିବାଦକୁ ନେଇ ଖୁଲାସା କଲେ ଆୟାନ ମୁଖାର୍ଜୀ, କହିଲେ ଏମିତି କଥା

'ବ୍ରହ୍ମାସ୍ତ୍ର'ର ଟ୍ରେଲର ରିଲିଜ୍ ହେବା ପରଠାରୁ ଫ୍ୟାନ୍ସ ମାନଙ୍କର ଏହି ଫିଲ୍ମ ଦେଖିବା ପାଇଁ ଆଗ୍ରହ ବଢିଚାଲିଛି। ବିଶେଷକରି ରଣବୀର କପୁରଙ୍କ ପ୍ରଶଂସକମାନେ ତାଙ୍କୁ ବଡ ପରଦାରେ ଦେଖି ବହୁତ ଉତ୍ସାହିତ ଅଛନ୍ତି । ବାସ୍ତବରେ ଗତ ଚାରି ବର୍ଷ ଧରି ତାଙ୍କର କୌଣସି ଫିଲ୍ମ ଥିଏଟରକୁ ଆସିନାହିଁ।…

ରଣବୀରଙ୍କ ‘ଶମଶେରା’ ଲୁକ୍‌ ହେଲା ଲିକ୍‌, ଫ୍ୟାନ୍ସ କରୁଛନ୍ତି ଟ୍ରୋଲ୍‌

ବଲିଉଡ ଅଭିନେତା ରଣବୀର କପୁର ଏବେ ଅପକମିଂ ଫିଲ୍ମ ‘ଶମଶେରା’କୁ ନେଇ ବ୍ୟସ୍ତ ରହିଛନ୍ତି। ଗୋଟିଏ ପରେ ଗୋଟିଏ ବଡ ପ୍ରୋଜେକ୍ଟ ସାଇନ୍ କରୁଛନ୍ତି। ନିକଟରେ ରଣବୀରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର ରିଲିଜ୍ ହୋଇଥିଲା। ଏହା ମଧ୍ୟରେ ଅପ୍‌କମିଂ ଫିଲ୍ମ ‘ଶମଶେରା’ରେ ରଣବୀରଙ୍କ ଲୁକ୍‌ ଭାଇରଲ…

ରିଲିଜ ହେଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର, ନିଆଁରେ ଖେଳୁଥିବା ନଜର ଆସିଲେ ରଣବୀର

ରଣବୀର କୁପର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ଲଞ୍ଚ ହୋଇଛି। ଫିଲ୍ମର ଟ୍ରେଲର ବେଶ୍‌ ଦମଦାର ରହିଛି। ଏଥିରେ ରଣବୀର କପୁର ଶିବା ଭୂମିକାରେ ନଜର ଆସିଛନ୍ତି। ଜଣେ ସାଧାରଣ ଲୋକର ଗୋଟିଏ ସ୍ୱତନ୍ତ୍ରତା କିଭଳି ତାଙ୍କୁ ଦୁନିଆର ରକ୍ଷକ ସଜାଉଛି,…

ବାପାଙ୍କୁ ମନେ ପକାଇ ପ୍ରତିଦିନ ରାତିରେ କାନ୍ଦନ୍ତି ରଣବୀର, ନୀତୁ କହିଲେ ମନର କଥା

ବଲିଉଡର ଦିବଂଗତ ଅଭିନେତା ଋଷି କପୁର ଗତ ଦୁଇବର୍ଷ ହେଲାଣି ଆମକୁ ଛାଡିଚାଲିଗଲେଣି। କିନ୍ତୁ ତାଙ୍କ ସ୍ମୃତି, ଫିଲ୍ମ ଏବଂ ହସହସ ମୁହଁ ଆଜି ବି ଆଖି ଆଗରେ ନାଚିଉଠୁଛି। ଗତକାଲି ଋଷି କପୁରଙ୍କ ଶ୍ରାଦ୍ଧବାର୍ଷିକୀ ହୋଇଥିଲା। ଏହି ଅବସରରେ ତାଙ୍କ ଫ୍ୟାନ୍ସ ଏବଂ ପରିଜନଙ୍କ ମନର ସ୍ମୃତି ମନେ…

ବ୍ରହ୍ମାସ୍ତ୍ର ପାଇଁ ରଣବୀର ଚାର୍ଜ କରିଛନ୍ତି ୩୦ କୋଟି ଟଙ୍କା, ଜାଣନ୍ତୁ ଆଉ କେଉଁ ସେଲିବ୍ରିଟି ନେଉଛନ୍ତିି କେତେ ?

ରଣବୀର କପୁର ଏବଂ ଆଲିଆ ପ୍ରଥମ ଥର ପାଇଁ ଏକାଠି ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଫିଲ୍ମକୁ ଆୟନ ମୁଖାର୍ଜୀ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମର ବଜେଟ ୩୦୦ କୋଟି ଟଙ୍କା ରହିଛି। ଏହା ୨୦୨୨ର ସବୁଠାରୁ ଅଧିକ ବଜେଟ ଥିବା ଫିଲ୍ମ ମଧ୍ୟରେ ଅନ୍ୟତମ। ଫିଲ୍ମଟି ଏହି ସେପ୍ଟେମ୍ବରରେ ରିଲିଜ…

ମଥାରେ ସିନ୍ଦୁର, ହାତରେ ଶଙ୍ଖା: ବିବାହ ପରେ ପ୍ରଥମ ଥର ପାଇଁ ସ୍ୱାମୀଙ୍କ ସହ ସାମ୍ନାକୁ ଆସିଲେ ନୂଆ ବୋହୂ ଆଲିଆ ଭଟ୍ଟ

ଶେଷରେ ବିବାହର ରୂପ ନେଇଛି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଦୀର୍ଘ ଦିନର ପ୍ରେମ। ଭଟ୍ଟ ପରିବାର ଓ କପୁର ପରିବାରର ଲୋକଙ୍କୁ ଉପସ୍ଥିତିରେ ଏହି ପ୍ରେମୀ ଯୁଗଳ ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି। ବିବାହର ଅନେକ ଗୁଡ଼ିଏ ଫଟୋ ଦେଖିବା ପରେ ଏବେ ସମସ୍ତଙ୍କ ନଜର ଆଲିଆଙ୍କୁ ବୋହୂ ବେଶରେ ଦେଖିବା ଉପରେ। ତେବେ…

ରଣବୀର-ଆଲିଆଙ୍କ ପାଇଁ ଦାମୀ ଗିଫ୍ଟ ପଠାଇଛନ୍ତି ଏକ୍ସ ଗାର୍ଲଫ୍ରେଣ୍ଡ୍‌ ଦୀପିକା, କ୍ୟାଟ୍ରିନା; ସିଦ୍ଧାର୍ଥ ମାଲହୋତ୍ରା…

ନିକଟରେ ଶେଷ ହୋଇଛି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ। ଏପ୍ରିଲ ୧୪ରେ ପରସ୍ପରର ହାତ ଧରିଛନ୍ତି ଏହି ପ୍ରେମୀ ଯୁଗଳ। ଆଲିଆ ଓ ରଣବୀରଙ୍କ ବିବାହରେ କେବଳ କିଛି ନିକଟତମ ବନ୍ଧୁ, ପରିବାର ବର୍ଗ ଓ ସାଙ୍ଗସାଥୀ ହିଁ ଉପସ୍ଥିତ ଥିଲେ। ଅନ୍ୟ ସେଲିବ୍ରିଟିମାନେ ରିସେପସନ୍‌ ପାର୍ଟିରେ ଯୋଗ ଦେଇ ଏହି…

ବିବାହର ୩ ଦିନ ପରେ ନଜର ଆସିଲେ ରଣବୀର କପୁର, ହେଲେ କୁଆଡ଼େ ଗଲେ ଆଲିଆ? ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବେ ନୂଆ ନୂଆ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଅଭିନେତାଙ୍କର ଏକ ଲାଟେଷ୍ଟ୍‍ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରଣବୀର କପୁର ବିବାହ ପରେ ପ୍ରଥମ ଥର ଘର ବାହାରେ ସ୍ପଟ୍‌…

ପରସ୍ପରର ହେଲେ ରଣବୀର ଓ ଆଲିଆ; ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେଲେ

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ତାଜା ଖବର ସାମ୍ନାକୁ ଆସିଛି। ଏବେ ଏହି କପଲ୍‌ ସ୍ୱାମୀ-ସ୍ତ୍ରୀ ହୋଇ ସାରିଛନ୍ତି। ରଣବୀର କପୁର ନିଜ ଗାର୍ଲଫ୍ରେଣ୍ଡ ଆଲିଆଙ୍କ ସହ ଗୁରୁବାର ସନ୍ଧ୍ୟାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରେ ଥିବା ବାସ୍ତୁ ବିଲ୍ଡିଂରେ…