Browsing Tag

ranvir sukla encounter

କାନପୁର ଶୁଟ୍‌ଆଉଟ୍‌ର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଆଉ ଦୁଇ ସାଥୀକୁ ଏନକାଉଣ୍ଟର

କାନପୁର : ବିକାଶ ଦୁବେର ଆଉ ଦୁଇ ଜଣ ସାଥୀ ଏନକାଉଣ୍ଟରରେ ମୃତ । ବିକାଶ ଦୁବେର ନିକଟ ସାଥୀ ରଣବୀର ଶୁକ୍ଲା ଓ ପ୍ରଭାତ ମିଶ୍ରକୁ ଏନକାଉଣ୍ଟର କରିଛି କାନପୁର ପୋଲିସ । ପ୍ରଭାତକୁ ଫରିଦାବାଦର ଏକ ହୋଟେଲରୁ ଗିରଫ କରିଥିଲା ପୋଲିସ । ପୋଲିସ ହେପାଜତରୁ ଫେରାର ହେବାକୁ ପ୍ରଭାତ ଚେଷ୍ଟା କରୁଥିବା…