Browsing Tag

raourkela

ରାଉରକେଲାରେ ଚାଞ୍ଚଲ୍ୟ, ପୁଅ ହତ୍ୟା ମାମଲା ପ୍ରତ୍ୟାହାର ପାଇଁ ବାପାକୁ ଧମକ ଦେଲେ ହତ୍ୟାକାରୀ

ରାଉରକେଲା: କେସ୍ ଫେରେଇନେ । ନହେଲେ ପୁଅ ଭଳି ତୁ ବି ଜୀବନରୁ ଯିବୁ । ପ୍ରଥମେ ପୁଅର ଜୀବନ ନେଲେ ଆଉ ଜେଲ୍ ବି ଗଲେ । ହେଲେ ସେତିକିରେ ମନ ବୁଝିଲାନି ଏ ହତ୍ୟାକାରୀଙ୍କର । ଜେଲରୁ ଫେରିବା ପରେ ପୁଅ ହତ୍ୟା ମାମଲା ପ୍ରତ୍ୟାହାର ପାଇଁ ବାପାକୁ ଦେଲେ ଧମକ । ମୁଣ୍ଡରେ ବନ୍ଧୁକ ଲଗାଇ ମୃତକଙ୍କ…

ରେଲୱେ ଜେଇଙ୍କ ହାତଗୋଡ ବାନ୍ଧି ସଶସ୍ତ୍ର ଡକାୟତି, ଲୁଟି ନେଲେ ୩୫ଭରିରୁ ଅଧିକ ସୁନା

ରାଉରକେଲା : ବନ୍ଧମୁଣ୍ଡା ରେଳବାଇ କର୍ମଚାରୀ ଦିଲ୍ଲୀପ ପଣ୍ଡାଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିବା ଅଭିଯୋଗ ହୋଇଛି ।  ପରିବାର ଲୋକଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ବନ୍ଧମୁଣ୍ଡା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଉରକେଲା…

୫ ମାସ ନ ପୂରୁଣୁ ଭାଙ୍ଗିଗଲା ହକି ଖେଳାଳିଙ୍କ ୪୦ ଫୁଟିଆ ଷ୍ଟାଚ୍ୟୁ, ମରାମତି କରୁଛି ମହାନଗର ନିଗମ

ରାଉରକେଲା (କେନ୍ୟୁଜ) : ରାଉରକେଲା ସହରରେ କାଳବୈଶାଖୀରେ ଭାଙ୍ଗିଗଲା ୪୦ ଫୁଟ ଉଚ୍ଚର ହକି ଖେଳାଳିଙ୍କ ଷ୍ଟାଚ୍ୟୁ। ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ପାଇଁ ମାତ୍ର ୫ ମାସ ତଳେ ଷ୍ଟାଚ୍ୟୁ ନିର୍ମାଣ ହୋଇଥିଲା। ଘଟଣାସ୍ଥଳରେ ମହାନଗର ନିଗମ ପକ୍ଷରୁ ମରାମତି…

ରାଉରକେଲା: ରିଉଁ ଗ୍ରାମରେ ଚାଞ୍ଚଲ୍ୟ, ଭାଉଜକୁ ହତ୍ୟା କରି ଦିଅରର ଆତ୍ମହତ୍ୟା

ରାଉରକେଲା ନିକଟ କୁଆରମୁଣ୍ଡା ବ୍ଲକର ରିଉଁ ଗ୍ରାମରେ ଭାଉଜ କୁ ଟାଙ୍ଗିଆ ରେ ନିର୍ମମ ଭାବେ ହତ୍ୟା କରି ଦିଅର ଆତ୍ମହତ୍ୟା।  ଘଟଣା ଘଟିଛି ଆଜି ଦିନ 11 ଟା ସମୟରେ  । ଭାଉଜ ମାନୀ ଭୂମିଜ ଘରେ ଶୋଇଥିବା ବେଳେ ଦିଅର ଲଖୀରାମ ଭୂମିଜ ଏକ ଟାଙ୍ଗିଆ ରେ ନିର୍ମମ ଭାବେ ମାନୀ ର ବେକ, ପେଟ ରେ ହାଣି…