Browsing Tag

rapper badshah

Badshah Divorces : ବିବାହର ୫ ମାସ ପରେ ଭାଙ୍ଗିଲା ସଂପର୍କ, ବାଦଶାହ ଏବଂ ଈଶା ହେଲେ ଅଲଗା

ବଲିଉଡର ବାଦଶାହ ଏବେ ନିଜ ବ୍ୟକ୍ତିଗତ ସଂପର୍କକୁ ନେଇ ପୁଣି ଚର୍ଚ୍ଚାରେ । ବାଦଶାହ ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି ଅଲଗା ହୋଇଛନ୍ତି । ବିବାହକୁ ମାତ୍ର ୫ ମାସ ହୋଇଥିବା ବେଳେ ଦୁହେଁ ପରସ୍ପରଠାରୁ ଅଲଗା ହେବାରୁ ନିଷ୍ପତ୍ତି ନେଇଛନ୍ତି । ଦୁହେଁ ସେମାନଙ୍କ ଛାଡପତ୍ର ନିଶ୍ଚିତ କରିଛନ୍ତି…

ବାଦଶାହଙ୍କ କ୍ଲବକୁ ସିଲ୍ କରିଛି ପ୍ରଶାସନ, ନିୟମ ଉଲ୍ଲଂଘନ ଅଭିଯୋଗରେ ନିଆଯାଇଛି ଆକ୍ସନ

ପୁଣି ଚର୍ଚ୍ଚାରେ ରାପର୍ ସିଙ୍ଗର ବାଦଶାହ । ବାଦଶାହଙ୍କର ମାଲିକାନାରେ ଥିବା ଏକ କ୍ଲବକୁ ପ୍ରଶାସନ ସିଲ୍ କରିଛି । ସିଲ୍ ହୋଇଥିବା କ୍ଲବର ନାଁ ସାଗୋ ବାଏ ବାଦଶାହ । କ୍ଲବ୍ ବିଲ୍ଡିଂ ବିରୋଧରେ ନିୟମ ଉଲ୍ଲଂଘନ ଅଭିଯୋଗ ଆସିବା ପରେ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି…

ବିବାଦ ଯୋଗୁଁ ଟେନସନରେ ରାପର୍ ବାଦଶାହ, ସେୟାର କଲେ ନୋଟ୍

ବଲିଉଡର ରାପର୍ ବାଦଶାହ ତାଙ୍କ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫକୁ ନେଇ ଶିରୋନାମାରେ ରହି ଆସୁଛନ୍ତି । ମାର୍ଚ୍ଚ ମାସରେ "ଟେଟିରି" ଗୀତ ପାଇଁ ଖୁବ୍ ବିବାଦରେ ଥିଲେ ରାପର ବାଦଶାହ । ଯାହା ଫଳରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।  ଗୀତକୁ ନେଇ ବିବାଦ ଥମିବା ପରେ ତାଙ୍କ…

ପଞ୍ଜାବୀ ଅଭିନେତ୍ରୀ ଈଶାଙ୍କୁ ବିବାହ କଲେ ଚର୍ଚ୍ଚିତ ସିଙ୍ଗର ବାଦଶାହ, ଫଟୋ ଭାଇରଲ

ଚର୍ଚ୍ଚିତ ସିଙ୍ଗର ବାଦଶାହ ‘‘ତାତିରି’’ ଗୀତର ବିବାଦ ପରେ ଏବେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଶିରୋନାମାରେ ରହିଛନ୍ତି । ତାଙ୍କର ବିବାହର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରଲ ହେବାରେ ଲାଗିଛି । ଯେଉଁ ଫଟୋରେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଇଶାଙ୍କୁ ଦେଖିବାକୁ…

ଏଥର ସିଧା ତୋର ମଥାରେ ଗୁଳି ମାରିବୁ, ବାଦଶାହଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ

ବଲିଉଡରେ ଲୋକପ୍ରିୟ ଗାୟକ ଓ ରାପର୍ ବାଦଶାହଙ୍କୁ ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତାଙ୍କୁ ହତ୍ୟା ଧମକ ଦେଇଛି । ଶନିବାର ପାନିପତରେ ହୋଇଥିବା ଏକ ଗୁଳିକାଣ୍ଡ ମାମଲାରେ ନିଜକୁ ଦାୟୀ କରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରିଛି । ରନ୍ଦୀପ ମାଲିକ ଅନିଲ…

ବିବାଦରେ ବାଦଶାହ, ଗୀତର ଅଶ୍ଳୀଳତା ପାଇଁ ମାଗିଲେ କ୍ଷମା ପ୍ରାର୍ଥନା

ବଲିଉଡ ସିଙ୍ଗର ରାପର ବାଦଶାହ ବର୍ତ୍ତମାନ ତାଙ୍କର ନୂଆ ଗୀତ‘‘ଟେଟିରି’’ ପାଇଁ ବିବାଦରେ ରହିଛନ୍ତି । ଗୀତରେ ବ୍ୟବହାର କରାଯାଇଥିବା ଲିରିକ୍ସ ଏବଂ ସିନ୍ସକୁ ହରିୟାଣାର ମହିଳା ଆୟୋଗ ଆପତ୍ତି କରିଛନ୍ତି । ହରିୟାଣାର କେତେକ ସ୍ଥାନରେ ରାପରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହା ପରେ…

ପ୍ରେମାନନ୍ଦ ମହାରାଜଙ୍କ ପାଖରେ ପହଞ୍ଚିଲେ ଚର୍ଚ୍ଚିତ ରାପର୍ ବାଦଶାହ, ଗୁରୁଜୀଙ୍କ ଉତ୍ତର ଶୁଣି ହୋଇଗଲେ ଖୁସି

ବୃନ୍ଦାବନରେ ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ଚର୍ଚ୍ଚିତ ରାପର୍ ବାଦଶାହ । ଅନେକ ସେଲିବ୍ରିଟିମାନେ ପ୍ରେମାନନ୍ଦ ମହାରାଜଙ୍କ ପାଖକୁ ଆସୁଥିବା ଦେଖିବାକୁ ମିଳିଛି । ପ୍ରାୟତଃ ସେଲିବ୍ରିଟିଙ୍କ ମନରେ ଲୁଚି ରହିଥିବା ପ୍ରଶ୍ନ ଉତ୍ତର ଜାଣିବା ପାଇଁ ସମସ୍ତେ ତାଙ୍କ ପାଖକୁ…

ବଲିଉଡ ଗାୟକ ବାଦଶାହାଙ୍କ ବିରୋଧରେ FIR ରୁଜୁ କଲା ପୋଲିସ, ଜାଣନ୍ତୁ ପୂରା ମାମଲା

ବଲିଉଡ ଗାୟକ ଏବଂ ରାପର୍ ବାଦଶାହାଙ୍କ ବିରୋଧରେ ପଞ୍ଜାବ ପୋଲିସ ଏକ ଏଫଆଇଆର ରୁଜୁ କରିଛି । ବାଦଶାହାଙ୍କ ବିରୁଦ୍ଧରେ ଖ୍ରୀଷ୍ଟିଆନ ଧାର୍ମିକ ସମ୍ପ୍ରଦାୟର ଭାବନାକୁ ଆଘାତ ଦେବାର ଅଭିଯୋଗ ଆସିଛି । ପ୍ରକୃତରେ, ନିକଟରେ ବାଦଶାହାଙ୍କ ଗୀତ ଭେଲଭେଟ୍ ଫ୍ଲୋ ରିଲିଜ୍ ହୋଇଥିଲା । ଯେଉଁଥିରେ ଚର୍ଚ୍ଚ…

ରାସ୍ତାର ଭୁଲ୍ ପାର୍ଶ୍ୱରେ ଚଲାଉଥିଲେ ଗାଡ଼ି, ପୋଲିସ କାଟିଦେଲା ଚାଲାଣ…ଏବେ ବାଦଶାହ ଗଣିବେ ୧୫ ହଜାର ଟଙ୍କା

ଜଣାଶୁଣା ସିଙ୍ଗର ତଥା ରାପର୍ ବାଦଶାହଙ୍କର କଟିଲା ଚାଲାଣ । ତାଙ୍କ କାରକେଡରେ ଯାଉଥିବା ଗାଡ଼ିଗୁଡ଼ିକର ଗୁରୁଗ୍ରାମ ପୋଲିସ ଚାଲାଣ କାଟିଦେଇଛି । ନିକଟରେ ବାଦଶାହ ଏକ ଇଭେଣ୍ଟ ପାଇଁ ହରିୟାଣାର ଗୁରୁଗ୍ରାମ ଯାଇଥିଲେ । ହେଲେ ଏଠାରେ ତାଙ୍କ କାରକେଡରେ ଥିବା ଗାଡ଼ିଗୁଡ଼ିକର ପୋଲିସ ଚାଲାଣ କାଟିଛି ।…

ହନି ସିଂଙ୍କୁ କ୍ଷମା ମାଗିଲେ ବାଦଶାହ, ୨ ମାସ ପରେ ଝଗଡାକୁ ନେଇ ନିରବତା ଭାଙ୍ଗିଲେ ରାପର

ହନି ସିଂ ଏବଂ ବାଦଶାହ ସେମାନଙ୍କ ସମ୍ପର୍କକୁ ନେଇ କିଛି ସମୟ ହେବ ଖବରରେ ରହିଛନ୍ତି । ଅନେକ ଥର, ଉଭୟଙ୍କ ମଧ୍ୟରେ ମତଭେଦ ଏବଂ ବିବାଦର ଖବର ସାମ୍ନାକୁ ଆସୁଛି । ଯାହା ସେମାନଙ୍କ ପ୍ରଶଂସକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ରାପର ବାଦଶାହ ନିକଟରେ ୟୋ ୟୋ ହନି ସିଂଙ୍କୁ କ୍ଷମା ମାଗିଥିଲେ ଏବଂ…

ବାଦଶାହଙ୍କ ନୂଆ ପୋଷ୍ଟ ସୋସିଆଲ ମିଡିଆରେ ସୃଷ୍ଟି କଲା ଆଲୋଡ଼ନ, ଜାଣନ୍ତୁ କାହିଁକି

ର‍୍ୟାପର ବାଦଶାହ ସାରା ବିଶ୍ୱରେ ଅନେକ ନାମ ଅର୍ଜନ କରିଛନ୍ତି । କେବଳ ଏତିକି ନୁହେଁ, ସେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ର‍୍ୟାପିଙ୍ଗ୍ ଗୀତଗୁଡ଼ିକୁ ଏକ ନୂଆ ଲେବଲକୁ ଆଣିଛନ୍ତି । ବାଦଶାହ ପ୍ରାୟତଃ ତାଙ୍କ ଗୀତ ପାଇଁ ହେଡଲାଇନରେ ରହିଥାନ୍ତି । କିନ୍ତୁ ଏଥର ବାଦଶାଦ ଚର୍ଚ୍ଚାରେ ରହିବାର କାରଣ…

ବାଦଶାହା କଲେ ର‍୍ୟାପ୍‌, ‘କାଲା ଚଷମା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଧୋନି ଏବଂ ହାର୍ଦ୍ଦିକ: ଭିଡିଓ ଭାଇରଲ

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବେ ଆଇପିଏଲ୍‌ ୨୦୨୩ ପାଇଁ ପ୍ରସ୍ତୁତ କରୁଛନ୍ତି। ଏହା ହୁଏତ ଧୋନିଙ୍କର ଶେଷ ଆଇପିଏଲ୍‌ ହୋଇପାରେ ! ହେଲେ ଏହା ମଧ୍ୟରେ ଧୋନିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଧୋନି ସାଥି ଖେଳାଳି ହାର୍ଦ୍ଦିକ…