Browsing Tag

ratha yatra preparation

ଆଜ୍ଞା ମାଳ ପୂଜା ହେବାପରେ ଫେରିଛନ୍ତି ମନ୍ଦିର ପ୍ରଶାସକ ଓ ଟିମ୍: ପରେ ନୟାଗଡ, ବୌଦ୍ଧ ଜିଲ୍ଲାର ବିଭିନ୍ନ ବନଖଣ୍ଡରୁ ଗଛ…

ନୟାଗଡ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା କାଠ ପାଇଁ ନୟାଗଡରେ ପହଞ୍ଚିଛି ମା’ ବିମଳାଙ୍କ ଆଜ୍ଞା ମାଳ । ମା ବଡରାଉଳିଙ୍କ ପାଖରେ ପୂଜା ପରେ ପୁରୀରୁ ଆସିଥିବା ମନ୍ଦିର ପ୍ରଶାସକ ଓ ଟିମ ଫେରିଛନ୍ତି । ପ୍ରଥମେ ମଙ୍ଗଳ ଆଳତି ପରେ, ହୋମ ପୂଜା ଆରମ୍ଭ ହୋଇଥିଲା । ଏଥିରେ ନୟାଗଡ ବନଖଣ୍ଡ ଅଧିକାରୀଙ୍କ…

ରଥକାମ କରୁଥିବା ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ, ଅତିରିକ୍ତ ନିର୍ଦ୍ଦେଶକ…

ପୁରୀ: ରଥକାମ କରୁଥିବା ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ସ୍ୱାସ୍ଥ୍ୟଯାଞ୍ଚ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ପୁରୀ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଦେବୀପ୍ରସାଦ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଲିଆଜନିଂ…

ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଶେଷ ହେଲା ରଥ ଯୋକା କାମ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ଜୋରସୋର ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ତିନି ରଥର ଯୋକା ପକାଯାଉଛି। ଯୋକା ଦ୍ୱାରା ରଥର ବିଭିନ୍ନ ଗୟଳ, ଦଣ୍ଡା ଓ ଅଖକୁ ବାନ୍ଧେଣୀ କରାଯାଇଥାଏ । ନନ୍ଦିଘୋଷ ରଥର ୧୬, ତାଳଧ୍ୱଜର ୧୬ ଓ ଦର୍ପଦଳନ ରଥର ୧୨ଟି ଯୋକା ଲାଗିଥାଏ । ସେହିପରି…

ରଥଯାତ୍ରା ପାଖେଇ ଆସୁଥିବାରୁ ଚଳଚଞ୍ଚଳ ରଥଖଳା, ୩ ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯିବା ପରେ ଚାଲିଛି…

ପୁରୀ(କେନ୍ୟୁଜ୍) : ରଥଯାତ୍ରା ପାଖେଇ ଆସୁଥିବାରୁ ଚଳଚଞ୍ଚଳ ରଥଖଳା। ସ୍ନାନଯାତ୍ରା ଅବସରରେ ୩ ରଥର ୪ ନାହାକ କାର୍ଯ୍ୟ ଶେଷ ହେବ । ଏହି ପରମ୍ପରାକୁ ଦୃଷ୍ଟିରେ ରଖି ୩ ରଥର ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଏବେ ୩ ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯିବା ପରେ ଦଣ୍ଡା ଖଞ୍ଜିବା…