Browsing Tag

Ravan podi

ଦୀର୍ଘ ବର୍ଷର ପରମ୍ପରା ହେଲା ବନ୍ଦ, ପ୍ରଶାସନର ଅନୁମତି ନମିଳିବାରୁ ଏମିତି କଲେ ଗାଁ ଲୋକେ

ଜଳେଶ୍ଵର : ଥୁଆ ହୋଇଛି ବିରାଟକାୟ ମହିରାବଣ । ରୁଣ୍ଡ ହୋଇଛନ୍ତି ଲୋକେ । ସମସ୍ତଙ୍କ ଭିତରେ ଅସନ୍ତୋଷ । କାହିଁକିନା ଭଙ୍ଗ ହୋଇଛି ପୂର୍ବ ପରମ୍ପରା । ଘଟଣା କଣ ଆପଣ ଜାଣିବାକୁ ଉିିତ୍ସୁକ ହେବେଣି । ତେବେ ଘଟଣାଟି ହେଉଛି କି, ଦୀର୍ଘ କୋଡିଏ ବର୍ଷର ପରମ୍ପରା ଏଠି ବନ୍ଦ ହୋଇଛି । ରାବଣକୁ…

ବାଲିଯାତ୍ରା ତଳ ପଡିଆଠାରେ ୩୪ ତମ ରାବଣ ପୋଡ଼ି, ୧୦ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସାମାଗମ

କଟକ : ବାରବାଟି ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାଲିଯାତ୍ରା ତଳପଡିଆ ଠାରେ ୩୪ ତମ ରାବଣ ପୋଡ଼ି ଉତ୍ସବ ଶାନ୍ତି ଶୃଙ୍ଖଳାରେ ସମ୍ପର୍ନ୍ନ ହୋଇଛି ।  ଏହି ରାବଣ ପୋଡ଼ି ଉତ୍ସବ ଦେଖିବା ପାଇଁ ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସାମାଗମ ହୋଇଥିଲା।  ରାଜ୍ୟ…

ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟା ଦଶମୀ, ଆଜି ରାଜଧାନୀରେ ୧୦ ଟି ସ୍ଥାନକୁ ମିଳିଛି ରାବଣ ପୋଡି ପାଇଁ ଅନୁମତି

ଭୁବନେଶ୍ୱର : ରାବଣ ପୋଡି ପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି । ରାବଣ ପୋଡି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀର ୧୦ ଟି ସ୍ଥାନକୁ ମିଳିଛି ଅନୁମତି ।  ନହର କଣ୍ଟା , ଝାରପଡା, ବରମୁଣ୍ଡା, କୋରଡ କଣ୍ଟା, ବାଙ୍କୁଆଲ, ଇନ୍‌ଫୋ ଭ୍ୟାଲି ଥାନା ଗୋପାଳପୁର, କୀଟସ୍ ରୋଡ, ଚନ୍ଦକା…

୨୧୧ ଫୁଟ୍ ଉଚ୍ଚତା ବିଶିଷ୍ଟ ଦେଶର ସବୁଠୁ ବଡ ରାବଣ, ଦେଖିଲେ ଆଖି ପାଇବନି…

ନୂଆଦିଲ୍ଲୀ: ଆସନ୍ତାକାଲି  ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଦଶହରା ବା ବିଜୟା ଦଶମୀ । ଗାଁଠୁ ନେଇ ସହର, ସବୁଠି ଦଶଭୂଜାଙ୍କ  ଆରାଧନା । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କର ହେବ ମହାପୂଜା । ଏହି ଅବସରରେ  ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ିର ଆୟୋଜନ ମଧ୍ୟ କରାଯିବ ।…

ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ରାବଣ ପୋଡି ଉତ୍ସବ, ପ୍ରଥମ ଥର ପାଇଁ ୯୦ ଫୁଟର ହେଉଛି ରାବଣ

କଟକ : କଟକ ଦଶହରାରେ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ରାବଣ ପୋଡି ଉତ୍ସବ  ।  ଦଶମୀରେ ଗ୍ରୀନ ବାଣ ଫୁଟି ହେବ ରାବଣ ପୋଡି ।  ପ୍ରଥମ ଥର ପାଇଁ ୯୦ ଫୁଟର ହେଉଛି ରାବଣ ।  ଗତ ୩୪ ବର୍ଷ ଧରି ରାବଣ ପୋଡି ଆୟୋଜନ କରି ଆସୁଛି ବାରବାଟୀ ସର୍ଵଧର୍ମ ସାଂସ୍କୃତିକ ପରିଷଦ ।   ରାତି ୧୨ ଟାରେ ହେବ…

ରାବଣ ପୋଡି ପାଇଁ ତିଆରି ଚାଲିଛି ୯୦ଫୁଟ୍ ଉଚ୍ଚତାର ରାବଣ

କଟକ: ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ପାଖେଇ ଆସୁଛି  ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଦଶହରା ବା ବିଜୟା ଦଶମୀ । ଗାଁଠୁ ନେଇ ସହର, ସବୁଠି ଦଶଭୂଜାଙ୍କ  ଆରାଧନା । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କର ହେବ ମହାପୂଜା । ଏହି ଅବସରରେ  ବିଭିନ୍ନ ପୂଜା…

ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ, ରାଜଧାନୀର ୬ଟି ସ୍ଥାନରେ ହେବ ରାବଣ ପୋଡ଼ି

ଭୁବନେଶ୍ୱର (କେନ୍ୟୁଜ): ଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଆଜି ଦଶହରା ବା ବିଜୟା ଦଶମୀ । ଗାଁଠୁ ସହର, ସବୁଠି ଦଶଭୂଜାଙ୍କ ଆରାଧନା । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କ ହେଉଛି ମହାପୂଜା । ଏହି ଅବସରରେ ଆଜି ବିଭିନ୍ନ ପୂଜା…

ଏଠି ମହାନବମୀରେ ପାଳନ ହୁଏ ରାବଣପୋଡି, ଆତସବାଜିରେ କମ୍ପିଲା ସମଗ୍ର ଅଞ୍ଚଳ

ବାଲେଶ୍ୱର(କେନ୍ୟୁଜ୍): ଆଜି ମହାଦଶମୀ। ପୂଜା ମଣ୍ଡପ ରେ ଦେବୀ ଦୁର୍ଗା ଙ୍କୁ ବିଦାୟ ଦେବାର ସମୟ। ସେଥି ପାଇଁ ପାରମ୍ପରିକ ନିତି କାନ୍ତି ଆରମ୍ଭ ହୋଇ ଯାଇଛି । ପ୍ରଥା ଅନୁସାରେ ବିଭିନ୍ନ ସ୍ଥାନରେ ସଧବା ମାନେ ମାଆଙ୍କୁ ଶଙ୍ଖା, ସିନ୍ଦୂର ଅର୍ପଣ କରି ପରିବାରର ମଙ୍ଗଳ କାମନା କରୁଛନ୍ତି । ପୂଜା…

ସରିଲା ନୟାଗଡ଼ ଗଣିଆ ବ୍ଲକ ପ୍ରସିଦ୍ଧ ରାବଣ ପୋଡି ଯାତ୍ରା

ଓଡିଶାରେ ଥିବା ପ୍ରାଚୀନ ପରମ୍ପରା ଅନ୍ୟ ରାଜ୍ୟ ତୁଳନାରେ ଥାଏ ଖୁବ ନିଆରା । ଏଠାରେ 12 ମାସ ରେ 13 ପର୍ବ ପାଳନ କରିବା ସାଙ୍ଗକୁ ଅନ୍ୟ କିଛି ଵିଶେଷ ପରମ୍ପରା ରହିଛି ଯାହାକି ରାଜ୍ୟ ର କିଛି କିଛି ସ୍ଥାନରେ ପାଳନ କରଯାଏ । ସେହିପରି ଏକ ନିଆରା ପରମ୍ପରା ନୟାଗଡ଼ ଗଣିଆ ବ୍ଲକ ପ୍ରସିଦ୍ଧ ରାବଣ…

ଭୁବନେଶ୍ବରରେ ରାବଣ ପୋଡ଼ି ପାଇଁ ୨୮ ଟି ଗାଇଡ଼ଲାଇନ ଜାରି କଲା କମିଶନରେଟ ପୋାଲିସ

କେନ୍ୟୁଜ୍(ବ୍ୟୁରୋ): ଆଜି ପବିତ୍ର ବିଜୟା ଦଶମୀ। ପୂଜା ମଣ୍ଡପରେ ବିଜୟା ଦଶମୀ ପାଳିତ ହେଉଛି। ଚାରିଆଡ଼େ ପାର୍ବଣର ପୁଲକ । ଆଧ୍ୟାତ୍ମିକତାର ମହକ । ମହା ଆଡ଼ଆମ୍ବରରେ ଚାଲିଛି ମାଆ ଦୁର୍ଗତ ନାଶିନୀ ଦୁର୍ଗାଙ୍କ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ ।…

ରାଜଧାନୀରେ ୫ଟି ପୂଜା ମଣ୍ଡପରେ ରାବଣ ପୋଡି ଉତ୍ସବ ପାଳନ ହେବ

ଭୁବନେଶ୍ବର : ଆଜି ରାବଣ ପୋଡି । ଚଳିତ ବର୍ଷ ରାଜଧାନୀରେ ୫ଟି ପୂଜା ମଣ୍ଡପରେ ରାବାଣ ପୋଡି ଉତ୍ସବ ପାଳନ ହେବ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌କୁ ପାଳନ କରୁଥିବା ପୂଜାମଣ୍ଡପଗୁଡିକୁ ଲାଇସେନ୍ସ ଦେଇଛି କମିଶନରେଟ ପୋଲିସ । ରାବଣ ପୋଡି ସମୟରେ ଟ୍ରାଫିକ୍‌ କଟକଣାକୁ ଅଧିକ ଗୁରୁତ୍ୱ ଦେଇଛି…