Browsing Tag

rc format

ଏବେ ବି ପୁରୁଣା ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରୁଛନ୍ତି କି, ତୁରନ୍ତ କରନ୍ତୁ ଏହି ପରିବର୍ତ୍ତନ

ଦେଶରେ ମୋଟରଯାନ ଅଧିନିୟମ,୨୦୧୯ ଲାଗୁ ହେବା ପରେ ଅକ୍ଟୋବର ମାସରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପାଇଁ ଥିବା ନିୟମରେ ମଧ୍ୟ କେତେକ ପରିବର୍ତ୍ତନ ହୋଇଛି। ଏଥିସହ ଗାଡ଼ିର ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌(RC) ମଧ୍ୟ ବଦଳିଯାଇଛି। ଅର୍ଥାତ୍‌ ଏବେ ଡ୍ରାଇଭିଂ ଲାଇସେନ୍ସ ଏବଂ…