‘ଫ୍ରି’ରେ ହେବ ଫୋନ୍ ରିଚାର୍ଜ, ଫ୍ଲିପକାର୍ଟ ସୁପର କଏନ୍ସରେ ମିଳୁଛି ବଢିଆ ଲାଭ
ଫ୍ଲିପକାର୍ଟରେ ବର୍ତ୍ତମାନ ବିଗ୍ ବିଲିୟନ ଡେଜ୍ ସେଲ ଚାଲିଛି । ଏଠାରୁ ଆପଣ ଭାରି ଡିସକାଉଣ୍ଟ ସହିତ ଅନେକ ଜିନିଷ କିଣି ପାରିବେ । ସ୍ମାର୍ଟଫୋନ, ଲାପଟପ୍, ଟାବଲେଟ୍ ସମେତ ଅନେକ ପ୍ରଡକ୍ଟ ଉପରେ ଭଲ ଅଫର ମିଳୁଛି । ଯଦି ଆପଣ ଫ୍ଲିପକାର୍ଟରୁ ସପିଂ କରୁଛନ୍ତି ତେବେ ଏଠାରୁ ମୋବାଇଲ ରିଚାର୍ଜ…