Below header

ଆଇପିଏଲ ପାଇଁ ଜିଓର ଶସ୍ତା ରିଚାର୍ଜ ପ୍ଲାନ, ମୋବାଇଲ ରିଚାର୍ଜ କରନ୍ତୁ ଆଉ ଦେଖନ୍ତୁ ଖେଳ

ଆରମ୍ଭ ହେଇଗଲାଣି ଆଇପିଏଲ ୨୦୨୨ । ଆଉ ଆପଣ ଆଇପିଏଲ ଲାଇଭକୁ ଆପ ମାଧ୍ୟମରେ ବି ଆପଣ ଚାହିଁଲେ ଦେଖିପାରିବେ । ଯେମିତିକି ଡିଡନି ପ୍ଲସ ହଷ୍ଚାର । ଜିଓର ରିଚାର୍ଜ ପ୍ଲାନରେ ଡିଜନି ହଷ୍ଟାରର ସସକ୍ରିପସନ ମିଳୁଛି । ଆସନ୍ତୁ ଜାଣିବା ଜିଓର ସବୁଠୁ ସସ୍ତା ଡିଜନି ହଷ୍ଟାର ୱାଲା ରିଚାର୍ଜ ପ୍ଲାନ ।

ବର୍ତ୍ତମାନ ଟିଭି ଠାରୁ ମୋବାଇଲର ବ୍ୟବହାର ଅଧିକ । କାରଣ ଏହାକୁ ଆପଣ ଯୋଉଠି ବି ବସନ୍ତୁ ସାଙ୍ଗରେ ନେଇ ଦେଖିପାରିବେ । ଟିଭିର ଜାଗା ବର୍ତ୍ତମାନ ମୋବାଇଲ ନେଇ ସାରିଲାଣି । ତେଣୁ ଆପଣଙ୍କୁ ଖାଲି ମୋବାଇଲକୁ ଅନ ରଖିବାକୁ ହେବ ମାନେ ଚାର୍ଜ ରଖିବାକୁ ହେବ ଏବଂ ରିଚାର୍ଜ କରିବାକୁ ପଡିବ । ଇଣ୍ଡିଆନ ପ୍ରିମିୟର ଲିଗ ମାର୍ଚ୍ଚ ୨୬ରେ ଆରମ୍ଭ ହୋଇଥିଲା। ଆଇପିଏଲ ୨୦୨୨ର ସମସ୍ତ ମ୍ୟାଚ ଡିଜନି ହଷ୍ଟାର ଓ ଜିଓ ଟିଭି ଆପରେ ଲାଇଭ ହେବ । ଯଦି ଆପଣ କ୍ରିକେଟର ପ୍ରଶଂସକ ଓ ଏହାକୁ ଦେଖିବାକୁ ଚାହାନ୍ତି ତେବେ ଆମେ ଆପଣହ୍କୁ ଜିଓର ସବୁଠୁ ସସ୍ତା ପ୍ଲାନ ବିଷୟରେ କହିବୁ । ଯେଉଁଥିରେ ଡିଜ୍ନି ପ୍ଲସ ହଷ୍ଟାରର ଆକ୍ସେସ ମିଳିପାରିବ ।

ଜିଓରେ ଅନେକ ରିଚାର୍ଜ ପ୍ଲାନ ରହିଥାଏ । ଯାହା ଡିଜନି ହଷ୍ଟାର ସସକ୍ରିପସନ ସହ ଆସିଥାଏ । ଯଦି ଆପଣ ସବୁଠୁ ଆଫର୍ଡେବଲ ପ୍ଲାନ ଖୋଜୁଛନ୍ତି । ତେବେ ଏଥିପାଇଁ ଆପଣଙ୍କୁ ୪୯୯ଟଙ୍କ । ଖର୍ଚ୍ଚ କରିବାକୁ ପଡିବ । ଜିଓର ୪୯୯ଟଙ୍କାର ପ୍ଲାନ ଜିଡନି ପ୍ଲସ ହଷ୍ଟାରର ବର୍ଷକଯାକର ସସକ୍ରିପସନ ସହ ଆସିଥାଏ । ଏଥିରେ ୨୮ଦିନର ଭ୍ୟାଲିଡିଟି ମିଳିଥାଏ । ଏହି ପ୍ଲାନ ୨ଜିବି ଡେଲି ଡାଟା ଅଫର କରିଥାଏ । ଏହା ସହ ଅନଲିମିଟେଡ ଭଏସ କଲିଂର ମଧ୍ୟ ସୁବିଧା ରହିଛି । ଅର୍ଥାତ ଏହି ପୁରା ପ୍ଲାନରେ ୟୁଜର୍ସକୁ ଫୁଲ ୫୬ଜିବିର ଡାଟା ମିଳୁଛି । ସାଙ୍ଗରେ ୟୁଜର୍ସଙ୍କୁ ୧୦୦ଏ,ସଏମଏସ ପ୍ରତିଦିନ ଓ ଅନଲିମିଟେଡ କଲର ସୁବିଧା ମିଳିଥାଏ ।

ଏମିତିରେ ଡିଜନି ହଷ୍ଟାରର ସସକ୍ରିପସନ ୩ ପ୍ରକାରର ଅଟେ । ଯେଉଁଥିରେ ମୋବାଇଲ ଓ ପ୍ରିମିୟମ ୨ପ୍ରକାରର ସସକ୍ରିପସନ ଅଫର କରୁଛି । ମୋବାଇଲ ସସକ୍ରିପସନର ଅର୍ଥ ଏଇଆ ଯେ ଆପଣ କେବଳ ଏହାକୁ ମୋବାଇଲରେ ହିଁ ନେଜୟ କରିପାରିବେ । ଆଉ ପ୍ରିମିୟମ ସସକ୍ରିପସନ ନେଉଥିବା ୟୁଜର୍ସ ଏହାକୁ ମୋବାଇଲ, ପିସି ଓ ଟିଭିରେ ୟୁଜ କରିପାରିବେ । ଡିଜନି ହଷ୍ଟାର ସୁପର ପ୍ୟାକ ମଧ୍ୟ ଅଫର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.