Browsing Tag

redhakhola story

ବିପଜ୍ଜନକ ସ୍ଥିତିରେ ରହିଛି ଶଗଡିଆ ପୋଲ, ଏଠାରେ ଘଟୁଛି ଅନେକ ଛୋଟ ବଡ ଦୁର୍ଘଟଣା

ବିପଦ ସଙ୍କୁଳ ଅବସ୍ଥାରେ ଶଗଡିଆ ପୋଲ । ବାରମ୍ବାର ଘଟୁଛି ଦୁର୍ଘଟଣା । ରେଢ଼ାଖୋଲ ବ୍ଳକ ଅନ୍ତର୍ଗତ କଦଳୀଗଡ ବିଶିପାଲି ଛକରୁ ବୀରମହାରାଜପୁର, ସୁବର୍ଣ୍ଣପୁର ଓ ବଲାଙ୍ଗୀରକୁ ସଂଯୋଗ କରୁଥିବା ପୂର୍ତ୍ତ ରାସ୍ତାର ଧଉରାଖମଣ ନିକଟସ୍ଥ କେରାଣ୍ଡି ଯୋର ଉପରେ ନିର୍ମିତ ଶଗଡିଆ ପୋଲ ଅତ୍ୟନ୍ତ…

ଅନାବୃଷ୍ଟି ତଥା ଗ୍ରାମବାସୀଙ୍କ ମଙ୍ଗଳ ନିମିତ୍ତ ଅନୁଷ୍ଠିତ ହେଲା ଇନ୍ଦ୍ର ପୂଜା, ସଂକୀର୍ତ୍ତନରେ କମ୍ପିଲା ଗାଁ ଦାଣ୍ଡ

ଇନ୍ଦ୍ର ବା ଇନ୍ଦ୍ରଦେବ, ହିନ୍ଦୁ ଧର୍ମରେ ସମସ୍ତ ଦେବଦେବୀଙ୍କ ରାଜା ବା ଦେବରାଜ ରୂପେ ସେ ପୂଜିତ । ବର୍ଷାର ଅଧିପତି ଦେବତାଭାବେ ଇନ୍ଦ୍ର ସର୍ବମାନ୍ୟ । କୃଷିପ୍ରଧାନ ଭାରତବର୍ଷରେ ବର୍ଷାର ଦେବତା ଇନ୍ଦ୍ରଙ୍କୁ ପ୍ରାଧାନ୍ୟ ଦେଇ ବହୁ ପ୍ରାଚୀନ କାଳରୁ ଇନ୍ଦ୍ରଦେବଙ୍କ ପୂଜା ଅନୁଷ୍ଠିତ ହୋଇଆସୁଅଛି…

ସାନ ଭାଇର ଟାଙ୍ଗିଆ ଚୋଟରେ ବଡଭାଇ ଗୁରୁତର

ରେଢାଖୋଲ: ରେଢାଖୋଲ ଥାନା ବଡକୁଡା ଗ୍ରାମରେ ଘଟିଲା ଅଘଟଣ । ସାନ ଭାଇର ଟାଙ୍ଗିଆ ଚୋଟରେ ଗୁରୁତର ହୋଇ ପଡିଛି ବଡଭାଇ ।  ଏନେଇ ଗୁରୁତର ଅବସ୍ଥାରେ ବଡ ଭାଇକୁ ରେଢାଖୋଲ ମେଡିକାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ ସରକାରଙ୍କ ଠାରୁ ଆସୁଥିବା କାଳିଆ ଯୋଜନାରେ ସମସ୍ତ ଟଙ୍କା ବଡ ଭାଇକୁ ନ ଦେଇ…

ବିଭିନ୍ନ ପ୍ରକାର ଟେରାକୋଟା ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବି ହେଉଛନ୍ତି ଏସଏଚଜି ମହିଳା

ଓଡିଶା ଜୀବିକା ମିଶନ୍ ଯୋଜନାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କଦଳୀଗଡ ଗ୍ରାମରେ ରତ୍ନେଶ୍ୱରୀ ପ୍ରଡ୍ୟୁସର ଗ୍ରୁପର ମହିଳା ମାନେ ମାଟିରେ ବିଭିନ୍ନ ପ୍ରକାର ସାମଗ୍ରୀ କରି ନୂଆ ରାହା ଦେଖାଇବା ସହ ସ୍ୱାବଲମ୍ବୀ ହୋଇ ନିଜେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ସହିତ ଅନ୍ୟ ମାନଙ୍କ ପାଇ…

ନିଜର ଆଖି ନାହିଁ, କିନ୍ତୁ ଭଜନ କୀର୍ତ୍ତନ ମାଧ୍ୟମରେ ଯୁବପିଢ଼ିଙ୍କୁ ଗୁରୁଜ୍ଞାନ ଦେଉଛନ୍ତି ଭଦ୍ର ଗୁରୁ

ଅଜ୍ଞାନ ଅନ୍ଧକାରକୁ ଦୂରେଇ ଆମକୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି ଯିଏ, ସିଏ ଗୁରୁ। ଏ ସଂସାରରେ ଏମିତି ଅନେକ ଜିନିଷ ଅଛି ଯାହା ଆମେ କାହାଠୁ ନା କାହାଠୁ ଶିଖିଥାଉ। ଯିଏ କିଛି ଶିଖାଇଥାନ୍ତି ସେ ହିଁ ଗୁରୁ ବୋଲି ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି। ସେମିତି ଜଣେ ଗୁରୁ ହେଉଛନ୍ତି…

୯ ମାସ ହେଲା ଦରମା ପାଇନଥିଲା ପୁଅ, ଆଠ ଦିନ ହେଲା ଘର ଛାଡିଛି ଯେ ଆଉ ଫେରୁନି

ରେଢ଼ାଖୋଲ (କେନ୍ୟୁଜ) : ଗୁମୁରି ଗୁମୁରି କାନ୍ଦୁଛି ମାଆ। ପୁଅର ଫେରିବା ବାଟକୁ ଚାହିଁ ବସିଛି ମାଆ। ପୁଅ ମୋର କେବେ ଆସିବ, ଶୋଇଥିଲା ଭୋରୁ କୁଆଡେ ଚାଲିଗଲା ମୋ ପୁଅ। ୧୨ ତାରିଖରୁ ଯାଇଛି ଯେ ଯାଇଛି ଆଉ ଫେରୁନି। ଘର ଫାଟକ ପାଖରେ ଚାହିଁ ଚାହିଁ ଲୁହ ଗଡାଉଛି ମାଆ। ପୁଅର କଥା ଭାବି ଭାବି କୋହ…

ଜୀବନ କ’ଣ ବୁଝିବା ଆଗରୁ ଯନ୍ତ୍ରଣାରେ ଜର୍ଜରିତ ହେଉଛି ଚାରି ବର୍ଷର ରାଜ୍‌, ଚିକିତ୍ସା ପାଇଁ ବାପା ମା ପାଖରେ ନାହିଁ…

ରେଢାଖୋଲ(କେନ୍ୟୁଜ) : ବୟସ ଦେଖୁନି ରୋଗବ୍ୟାଧି। ଖୁସି ଦେଖିବା ପୂର୍ବରୁ କଷ୍ଟରେ ସଢୁଛି ଚାରି ବର୍ଷର ପିଲାଟି। ଗୁଲୁଗୁଲିଆ ପିଲାଟିର ମୁହଁରେ କେଡ଼େବଡ଼ ଟ୍ୟୁମର ଓହଳିଛି। କଷ୍ଟରେ ଛଟପଟ ହେଉଛି କୁନି ବାଳକ ରାଜ୍‌। ଏହି ବଡ଼ ରୋଗ ସାଙ୍ଗକୁ ଚିକିତ୍ସା ପାଇଁ ତାର ବାପା ମା ପାଖରେ ସମ୍ବଳ ନାହିଁ।…